ଭାସ୍କର ଷ୍ଟିଲ ଶ୍ରମିକ କଲୋନୀ ଅଗ୍ନିକାଣ୍ଡ ଘଟଣା: ଆଇଜିଏଚ୍‌ରେ ଜଣଙ୍କ ମୃତ୍ୟୁ

ବଣାଇ: ଭାସ୍କର ଷ୍ଟିଲ ଶ୍ରମିକ କଲୋନୀ ଅଗ୍ନିକାଣ୍ଡ ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚ୍‌ରେ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଶ୍ରମିକ ଏବେ ବି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ତୁମକେଲା ନିକଟରେ ଥିବା ଭାସ୍କର ଷ୍ଟିଲ୍‌ କାରଖାନାର ନିକଟରେ ଥିବା କ୍ୱାର୍ଟର୍ସରେ ନିଆଁ ଲାଗିଯିବାରୁ ବିନୟ କୁମାର, ହାଇଦର ଅଲ୍ଲୀ, ହାଯାର ରାମ ଏବଂ ରଞ୍ଜନ କୁମାର ଗୁରୁତର […]

bonai

bonai

Rakesh Mallick
  • Published: Friday, 24 March 2017
  • Updated: 24 March 2017, 09:46 AM IST

Sports

Latest News

ବଣାଇ: ଭାସ୍କର ଷ୍ଟିଲ ଶ୍ରମିକ କଲୋନୀ ଅଗ୍ନିକାଣ୍ଡ ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚ୍‌ରେ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଶ୍ରମିକ ଏବେ ବି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି।

ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ତୁମକେଲା ନିକଟରେ ଥିବା ଭାସ୍କର ଷ୍ଟିଲ୍‌ କାରଖାନାର ନିକଟରେ ଥିବା କ୍ୱାର୍ଟର୍ସରେ ନିଆଁ ଲାଗିଯିବାରୁ ବିନୟ କୁମାର, ହାଇଦର ଅଲ୍ଲୀ, ହାଯାର ରାମ ଏବଂ ରଞ୍ଜନ କୁମାର ଗୁରୁତର ଆହତ ହୋଇଥିଲେ।

କାରଖାନା ନିକଟରେ ଥିବା କ୍ୱାର୍ଟର୍ସରେ ଶ୍ରମିକମାନେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story