‘ସ୍ତନ୍ୟପାନ ଦ୍ୱାରା ଶିଶୁ ଶୀଘ୍ର କରୋନାରୁ ଆରୋଗ୍ୟ ହୋଇପାରିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଶୁ ପାଇଁ ମାଆ କ୍ଷୀର ଅମୃତ ହୋଇଛି। ମାଆ କ୍ଷୀର ପିଇଲେ ଶିଶୁ ଶୀଘ୍ର କରୋନାରୁ ଆରୋଗ୍ୟ ହୋଇପାରିବ। ମହାମାରୀ କରୋନା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଛୋଟ ପିଲାଙ୍କୁ ନେଇ ଏପରି ଭଲ ଖବର ଶୁଣାଇଛନ୍ତି ବିଶିଷ୍ଟ ଶିଶୁ ବିଶେଷଜ୍ଞ ଅରବିନ୍ଦ ମହାନ୍ତି। କରୋନା ଆକ୍ରାନ୍ତ ଶିଶୁଙ୍କ ଯତ୍ନ ସଂପର୍କରେ ବିଶେଷଜ୍ଞ ଅରବିନ୍ଦ ମହାନ୍ତି କହିଛନ୍ତି-“ଶିଶୁଙ୍କୁ କରୋନା ବେଶୀ ସଂକ୍ରମଣ ହେବନି। କାରଣ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି […]

mother

mother

Manoranjan Sial
  • Published: Monday, 21 September 2020
  • Updated: 21 September 2020, 05:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଶୁ ପାଇଁ ମାଆ କ୍ଷୀର ଅମୃତ ହୋଇଛି। ମାଆ କ୍ଷୀର ପିଇଲେ ଶିଶୁ ଶୀଘ୍ର କରୋନାରୁ ଆରୋଗ୍ୟ ହୋଇପାରିବ। ମହାମାରୀ କରୋନା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଛୋଟ ପିଲାଙ୍କୁ ନେଇ ଏପରି ଭଲ ଖବର ଶୁଣାଇଛନ୍ତି ବିଶିଷ୍ଟ ଶିଶୁ ବିଶେଷଜ୍ଞ ଅରବିନ୍ଦ ମହାନ୍ତି।

କରୋନା ଆକ୍ରାନ୍ତ ଶିଶୁଙ୍କ ଯତ୍ନ ସଂପର୍କରେ ବିଶେଷଜ୍ଞ ଅରବିନ୍ଦ ମହାନ୍ତି କହିଛନ୍ତି-“ଶିଶୁଙ୍କୁ କରୋନା ବେଶୀ ସଂକ୍ରମଣ ହେବନି। କାରଣ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକା ଥାଏ। ଯଦି କୌଣସି ଶିଶୁ କରୋନାରେ ସଂକ୍ରମିତ ହୋଇଥାଆନ୍ତି, ତାହାହେଲେ ସେମାନଙ୍କ ସହ ରହିଲା ବେଳେ ଅଧିକ ସାବଧାନତା ଜରୁରୀ। ଦୂରେଇ ଦୂରେଇ ରହି ସେମାନଙ୍କ ଯତ୍ନ ନିଆଯାଇପାରିବ।”

ସେ ଆହୁରି କରିଛନ୍ତି-“କରୋନା ଆକ୍ରାନ୍ତ ଶିଶୁଙ୍କୁ ମାଆ ସ୍ତନ୍ୟପାନ କରାଇପାରିବେ। ମାସ୍କ ପିନ୍ଧି ସାବଧାନତାର ସହ ଶିଶୁକୁ ସ୍ତନ୍ୟପାନ କରାଇବେ। ସ୍ତନ୍ୟପାନ ଦ୍ୱାରା ଶିଶୁ ଶୀଘ୍ର କରୋନାରୁ ଆରୋଗ୍ୟ ହୋଇପାରିବ। ଯେ କୌଣସି ଟିକା ନେଲେ ଶିଶୁ ଦେହରେ ଆଣ୍ଟିବଡ଼ି ତିଆରି ହୋଇଥାଏ। ଯେ କୌଣସି ଟିକା ନେଲେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଟିକା ନେଇନଥିବା ଶିଶୁର ଆଦୌ ରୋଗ ପ୍ରତିରୋଧକ ଶକ୍ତି ନଥାଏ। ଟିକା ନେଇନଥିବା ଶିଶୁଙ୍କୁ ଶୀଘ୍ର କରୋନା ଆକ୍ରାନ୍ତ କରିପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story