ଆଜି ମଧ୍ୟରାତ୍ରରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି  ମଧ୍ୟରାତ୍ରରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’। ହେଲେ ଏଥିଯୋଗୁ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି ହେବ ନାହିଁ। ଏଠାରେ ସ୍ଥିତି ଆପାତତଃ ଭଲ ଅଛି। ୭୦ରୁ ୮୦ କିମି ବେଗରେ ପବନ ବହୁଛି, ଧୀରେ ଧୀରେ ତାହା କମିଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଆଜି ସକାଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏଥିସହ ସେ କହିଛନ୍ତି,  ‘ବୁଲ୍‌ବୁଲ୍‌’ ଯୋଗୁ […]

Rain-in-India2-1

Rain-in-India2-1

Niharika Rout
  • Published: Saturday, 09 November 2019
  • Updated: 09 November 2019, 10:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି  ମଧ୍ୟରାତ୍ରରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’। ହେଲେ ଏଥିଯୋଗୁ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି ହେବ ନାହିଁ। ଏଠାରେ ସ୍ଥିତି ଆପାତତଃ ଭଲ ଅଛି। ୭୦ରୁ ୮୦ କିମି ବେଗରେ ପବନ ବହୁଛି, ଧୀରେ ଧୀରେ ତାହା କମିଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଆଜି ସକାଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏଥିସହ ସେ କହିଛନ୍ତି,  ‘ବୁଲ୍‌ବୁଲ୍‌’ ଯୋଗୁ ଏ ଯାବତ ଧାମରା, କେନ୍ଦ୍ରାପଡ଼ା, ପାରାଦୀପ ଆଦି କିଛି ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ହେଲେ  କୌଣସିଠାରେ ଘର ଭାଙ୍ଗି ନ ଥିବା ବେଳେ ମୃତାହତ ଓ କ୍ଷୟକ୍ଷତିର ସୂଚନା ମିଳିନି। କିନ୍ତୁ  ବର୍ତ୍ତମାନ ସୁଦ୍ଧା ସବୁ କ୍ଷୟକ୍ଷତିର ସୂଚନା ମିଳିପାରିନି।ପଶ୍ଚିମବଙ୍ଗ ଧୀବରମାନଙ୍କୁ ଧାମରା ଓ ତାଳଚୁଆରେ ସୁରକ୍ଷିତ ଭାବେ ରଖାଯାଇଛି।

କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ ଅପରାହ୍ନ ୧୨ଟାରେ  ଭିଡିଓ କନଫରେନ୍ସଂ ଜରିଆରେ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ତଳିଆ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଫସଲ ଅମଳ ହୋଇନି। ଏହା କ୍ଷତିଗ୍ରସ୍ତ ହୋଇଥାଇପାରେ ବୋଲି  ଆଶଙ୍କା ରହିଛି ।  କିପରି କମ୍‌ରୁ କମ୍‌ ପରିମାଣର ଫସଲ ‘ବୁଲ୍‌ବୁଲ୍‌’ ଯୋଗୁ କ୍ଷତିଗ୍ରସ୍ତ ହେବ ସେ ସମ୍ପର୍କରେ  କୃଷି ବିଭାଗ, OUAT ପକ୍ଷରୁ ପରାମର୍ଶ ଦିଆଯାଇଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story