ବିଜେପୁରକୁ ନେଇ ବିଜେଡି ଓ ବିଜେପି ଭିତରେ ଛନକା! ହାରିଯିବାର ଭୟ ଘାରିଛି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନକୁ ନେଇ ବିଜେଡି ଓ ବିଜେପି ଭିତରେ ଛନକା। ପ୍ରତିଦିନ ପରସ୍ପର ବିରୋଧରେ ନାନା ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଫେରାଦ ହେଉଛନ୍ତି। ହାଇଟେକ୍‌ ପ୍ରଚାର ସତ୍ତ୍ୱେ କାଳେ ବିଜେପୁର ଭୋଟ୍ ହାତରୁ ଖସିଯିବ, ସେଇ ଭୟ ଉଭୟ ଦଳକୁ ଘାରିଛି। ଏହାକୁ ନେଇ ଆରୋପ ଓ ପ୍ରତ୍ୟାରୋପ ଲାଗି ରହିଛି। ସେଥିପାଇଁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉ କି ପେଡ୍ ନ୍ୟୁଜ୍ ଅଭିଯୋଗ, ସବୁଥିରେ ଗୋହି ଖୋଳାଖୋଳି […]

bijipur by poll

bijipur by poll

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନକୁ ନେଇ ବିଜେଡି ଓ ବିଜେପି ଭିତରେ ଛନକା। ପ୍ରତିଦିନ ପରସ୍ପର ବିରୋଧରେ ନାନା ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଫେରାଦ ହେଉଛନ୍ତି। ହାଇଟେକ୍‌ ପ୍ରଚାର ସତ୍ତ୍ୱେ କାଳେ ବିଜେପୁର ଭୋଟ୍ ହାତରୁ ଖସିଯିବ, ସେଇ ଭୟ ଉଭୟ ଦଳକୁ ଘାରିଛି। ଏହାକୁ ନେଇ ଆରୋପ ଓ ପ୍ରତ୍ୟାରୋପ ଲାଗି ରହିଛି। ସେଥିପାଇଁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉ କି ପେଡ୍ ନ୍ୟୁଜ୍ ଅଭିଯୋଗ, ସବୁଥିରେ ଗୋହି ଖୋଳାଖୋଳି ଏବେ ଶୀର୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ ସେନା ଷ୍ଟାର ଓ କେନ୍ଦ୍ରମନ୍ତ୍ରୀମାନେ ବିଜେପୁରରେ ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଆମେ ଭୟଭୀତ କ’ଣ ପାଇଁ ହେବୁ? ବିଜେପି ଯଦି ଭୟଭୀତ ନୁହେଁ, ତାହାହେଲେ ନିର୍ବାଚନ ୨ ମାସ କଣ ପାଇଁ ଘୁଞ୍ଚାଇଲେ? ସାଙ୍ଗେସାଙ୍ଗେ ନିର୍ବାଚନ କରିଦେଲେନି। ଅନ୍ୟପକ୍ଷରେ ନିର୍ବାଚନ ନେଇ ଘୋଷଣା ହେଉ ହେଉ ବିଜେପି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବା ପଛରେ କାରଣ କଣ?”

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି-“ବିଜେଡିକୁ ନିର୍ବାଚନରେ ହାରିଯିବାର ଭୟ ଘାରିଛି। ସେଥିପାଇଁ ସେମାନେ ବାରମ୍ୱାର ଫେରାଦ ହେଉଛନ୍ତି। ସେମାନେ ସବୁ ଦୋଷ କରିଛନ୍ତି, ସେହି ଦୋଷକୁ ମନେ ପକାଇବା ପାଇଁ ଆମେ ଯାଉଛୁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ବିଜେପି ଓ ବିଜେଡି ଲୋକ ସମର୍ଥନ ପାଉନଥିବାରୁ ସେମାନଙ୍କ ଭିତରେ ହୃଦ୍‌କମ୍ପନ ହେଉଛି। ନିର୍ବାଚନରେ ହାରିଯିବା ଭୟରେ ଉଭୟ ଦଳ ବିଭିନ୍ନ ଅଭିଯୋଗ ଆଣୁଛନ୍ତି।”

ସେପଟେ ବିଜେପୁର ବ୍ୟାଟେଲ୍ ପାଇଁ ଚାଲିଛି ହାଇଭେଲେଟେଜ୍ ପ୍ରଚାର। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କେନ୍ଦ୍ରମନ୍ତ୍ରୀ ସନ୍ତେଷ ଗଙ୍ଗଓ୍ୱର ବରପାଲି  ଓ ବିଜେପୁର ବ୍ଲକରେ ୪ଟି ସଭା କରିଥିଲେ। ସାଙ୍ଗରେ ଥିଲେ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ। ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ କେନ୍ଦ୍ର ମନ୍ତ୍ରୀ ଗଙ୍ଗଓ୍ୱର୍। ସେପଟେ ବିଜେଡି ପାର୍ଥୀ ରିତା ସହୁ ବରପାଳି ବ୍ଲକର ବିଭିନ୍ନ ଅଞ୍ଚଳରେ ଘରକୁ ଘର ଯାଇ ପ୍ରଚାର କରିଥିବା ବେଳେ ବିଜେପୁର ବ୍ଲକରେ ସିନେ ତାରକା ଅରିନ୍ଦମ ପ୍ରଚାର କରିଛନ୍ତି। ସେପଟେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବିଜେପୁର ଦଳୀୟ କାର୍ଯ୍ୟାଳୟରେ ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ବରପାଲିରେ ଜୋରଦାର ପ୍ରଚାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story