ଛୁଟିରେ ଯିବେନି ଡିଜିପି

ଭୁବନେଶ୍ୱର: ଡିଜିପି ସଞ୍ଜିବ ମାରିକ ଛୁଟିରେ ଯାଉନାହାନ୍ତି । ପୂର୍ବରୁ ଡିଜିପି ଛୁଟି ପାଇଁ ଆବେଦନ କରିଥିଲେ । ଯାହାକୁ ପରବର୍ତ୍ତି ସମୟରେ ସେ ବାତିଲ କରିଦେଇଛନ୍ତି । ତେବେ ଡିଜିପି ଛୁଟିରେ ଗଲେ କିଏ ଦାୟିତ୍ୱରେ ରହିବେ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ଡିଜିପି ଛୁଟିରେ ରହିଲେ ତାଙ୍କ ଦାୟିତ୍ୱରେ କିଏ କାର୍ଯ୍ୟ କରିବ ସେଥିପାଇଁ ଆଇନ ରହିଛି । ମୁଖ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ଏହି ଦାୟିତ୍ୱରେ ରହିଥାନ୍ତି । ଏହି କ୍ରମରେ […]

Sanjib-Marik

Sanjib-Marik

Rakesh Mallick
  • Published: Monday, 08 June 2015
  • Updated: 08 June 2015, 06:31 AM IST

Sports

Latest News

ଭୁବନେଶ୍ୱର: ଡିଜିପି ସଞ୍ଜିବ ମାରିକ ଛୁଟିରେ ଯାଉନାହାନ୍ତି । ପୂର୍ବରୁ ଡିଜିପି ଛୁଟି ପାଇଁ ଆବେଦନ କରିଥିଲେ । ଯାହାକୁ ପରବର୍ତ୍ତି ସମୟରେ ସେ ବାତିଲ କରିଦେଇଛନ୍ତି । ତେବେ ଡିଜିପି ଛୁଟିରେ ଗଲେ କିଏ ଦାୟିତ୍ୱରେ ରହିବେ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ଡିଜିପି ଛୁଟିରେ ରହିଲେ ତାଙ୍କ ଦାୟିତ୍ୱରେ କିଏ କାର୍ଯ୍ୟ କରିବ ସେଥିପାଇଁ ଆଇନ ରହିଛି । ମୁଖ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ଏହି ଦାୟିତ୍ୱରେ ରହିଥାନ୍ତି । ଏହି କ୍ରମରେ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ବିଜୟ ଶର୍ମା ଦାୟିତ୍ୱ ତୁଲାଇଥାନ୍ତି । ଗତମାସ ଡିଜିପି ଆଇନ ପରୀକ୍ଷା ଦେବାକୁ ଯାଇଥିବାବେଳେ ବିଜୟ ଶର୍ମା ଦାୟିତ୍ୱ ତୁଲାଇ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story