ପ୍ରହଲ୍ଲାଦଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ର ସରକାରଙ୍କ ୧୭ଟି ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ମଧ୍ୟ ପର୍ଯ୍ୟଟନସ୍ଥଳୀ ସ୍ଥାନ ନ ପାଇବା ଆଶ୍ଚଯର୍ୟ ଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ପ୍ରାଚୀନ ଯୁଗ ସହିତ ଆଧୁନିକ ଯୁଗର ଏବଂ ଉଭୟ ପ୍ରାକୃତିକ ଓ କୁତ୍ରିମ ପର୍ଯ୍ୟଟନସ୍ଥଳୀରେ ଭରପୁର ଥିବା ଓଡ଼ିଶାର ୫ଟି ପର୍ଯ୍ୟଟନସ୍ଥଳୀ ସଂପର୍କରେ ସେ ଉଲ୍ଲେଖ କରିଛନ୍ତି। ସେଗୁଡ଼ିକ ହେଲା କୋଣାର୍କ […]

50

50

Tapas Behera
  • Published: Thursday, 11 July 2019
  • Updated: 11 July 2019, 08:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ର ସରକାରଙ୍କ ୧୭ଟି ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ମଧ୍ୟ ପର୍ଯ୍ୟଟନସ୍ଥଳୀ ସ୍ଥାନ ନ ପାଇବା ଆଶ୍ଚଯର୍ୟ ଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ପ୍ରାଚୀନ ଯୁଗ ସହିତ ଆଧୁନିକ ଯୁଗର ଏବଂ ଉଭୟ ପ୍ରାକୃତିକ ଓ କୁତ୍ରିମ ପର୍ଯ୍ୟଟନସ୍ଥଳୀରେ ଭରପୁର ଥିବା ଓଡ଼ିଶାର ୫ଟି ପର୍ଯ୍ୟଟନସ୍ଥଳୀ ସଂପର୍କରେ ସେ ଉଲ୍ଲେଖ କରିଛନ୍ତି।

ସେଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଭିତର କନିକା, ଶିମିଳିପାଳ ଜାତୀୟ ଉଦ୍ୟାନ ଓ ବୁଦ୍ଧିଷ୍ଟ ହୀରକ ତ୍ରିଭୂଜ  ଏହି ୫ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅତିକମ୍‌ରେ ୨ଟି ପର୍ଯ୍ୟଟନସ୍ଥଳୀକୁ ଆଇକନିକ୍ ମାନ୍ୟତା ଦେବାକୁ ଚିଠିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ୧୭ଟି ପର୍ଯ୍ୟଟନ ସ୍ଥଳୀର ତାଲିକାରେ ଅଛି ତାଜ୍‌ମହଲ, ଫତେଫୁରସିକ୍ରି, ଅଜନ୍ତା-ଏଲୋରା ଓ ହୁମାୟୁନ ଟମ୍ବ ପରି ପର୍ଯ୍ୟଟନ ସ୍ଥଳୀ। ଏସବୁର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରିବେ, ଯେଉଁଥିରେ ଫୋକସରେ ରହିବ ଯୋଗାଯୋଗ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ। ତେବେ ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳୀ ସ୍ଥାନ ନପାଇବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story