ସୋର ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ,କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ

<p>ସୋର: ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଆଜି ସୋର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବ୍ଲକ୍ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଚାଲିବ। ବନ୍ଦ ପ୍ରଭାବରେ ଗାଡ଼ିଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି।</p> <p>ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଟି ଡାକ୍ତର ପଦବୀ ଥିବାବେଳେ ମାତ୍ର ୩ ଜଣ&nbsp; ଡାକ୍ତର ରହିଛନ୍ତି। ଏହା ସହ&nbsp; ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବାକୁ ଦାବି କରାଯାଇଛି।&nbsp; ସୋର ଟାଉନ କଂଗ୍ରେସ ସଭାପତି ବଂକେଶ କୁମାର ବେହେରା ଏବଂ ବ୍ଲକ ସଭାପତି ସରୋଜ କୁମାର&nbsp; ମହାପାତ୍ରଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି।</p>

Ordigital Desk
  • Published: Tuesday, 10 October 2017
  • Updated: 10 October 2017, 07:41 AM IST

Sports

Latest News

<p>ସୋର: ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଆଜି ସୋର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବ୍ଲକ୍ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଚାଲିବ। ବନ୍ଦ ପ୍ରଭାବରେ ଗାଡ଼ିଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି।</p><p>ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଟି ଡାକ୍ତର ପଦବୀ ଥିବାବେଳେ ମାତ୍ର ୩ ଜଣ&nbsp; ଡାକ୍ତର ରହିଛନ୍ତି। ଏହା ସହ&nbsp; ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବାକୁ ଦାବି କରାଯାଇଛି।&nbsp; ସୋର ଟାଉନ କଂଗ୍ରେସ ସଭାପତି ବଂକେଶ କୁମାର ବେହେରା ଏବଂ ବ୍ଲକ ସଭାପତି ସରୋଜ କୁମାର&nbsp; ମହାପାତ୍ରଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos