Advertisment

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌‌,ରାଜ୍ୟରେ ପୁଣି ଗଲା ୧୧ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ  ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ୍ ୧୩୩୧‌  ଜଣଙ୍କର କରୋନାରେ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ଭିତରୁ ସୁନ୍ଦରଗଡରୁ ୩ଜଣ ଅଛନ୍ତି। ସେହିପରି ଅନୁଗୁଳ,କଟକ,ଦେଓଗଡ,କେନ୍ଦ୍ରାପଡ଼ା,ଖୋର୍ଦ୍ଧା, ନୂଆପଡ଼ା କେନ୍ଦୁଝର ଓ ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। Regret to inform the demise of eleven covid […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରାଜ୍ୟରେ ୨୮୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରେ ତଳମୁହାଁ ଗ୍ରାଫ‌

corona-34

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ  ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ୍ ୧୩୩୧‌  ଜଣଙ୍କର କରୋନାରେ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

Advertisment

ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ଭିତରୁ ସୁନ୍ଦରଗଡରୁ ୩ଜଣ ଅଛନ୍ତି। ସେହିପରି ଅନୁଗୁଳ,କଟକ,ଦେଓଗଡ,କେନ୍ଦ୍ରାପଡ଼ା,ଖୋର୍ଦ୍ଧା, ନୂଆପଡ଼ା କେନ୍ଦୁଝର ଓ ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

Advertisment