ମେଡିକାଲ୍‌ରେ ଦୁଇଟି ପିଲା ଜନ୍ମ ଦେଲେ ‘କରୋନା’ ଆକ୍ରାନ୍ତ ମହିଳା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ‘କରୋନା’ ଆକ୍ରାନ୍ତ ମହିଳା ମେଡିକାଲ୍‌ରେ ଜନ୍ମ ଦେଲେ ଯମଜ ସନ୍ତାନ। ମହିଳା ଜଣକ ସୁରତରେ ‘କରୋନା’ରେ ଆକ୍ରାନ୍ତ ହୋଇ ଫେରିଥିବା ସନ୍ଦେହ କରାଯାଉଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଆଜି ସକାଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଗତ ରବିବାର ସୁରତରୁ ଗୋଟିଏ ପରିବାର ଓଡ଼ିଶା ଆସିଥିଲେ। ସେମାନଙ୍କୁ ବ୍ରହ୍ମପୁରରେ ଏକ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିଲା। ରକ୍ତ ଓ ସ୍ୱାବ୍‌ ଟେଷ୍ଟରୁ ‘କରୋନା’ ହୋଇଥିବା ଜଣାପଡ଼ିବା ପରେ […]

mkcg

mkcg

Manoranjan Sial
  • Published: Wednesday, 13 May 2020
  • Updated: 13 May 2020, 05:37 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ‘କରୋନା’ ଆକ୍ରାନ୍ତ ମହିଳା ମେଡିକାଲ୍‌ରେ ଜନ୍ମ ଦେଲେ ଯମଜ ସନ୍ତାନ। ମହିଳା ଜଣକ ସୁରତରେ ‘କରୋନା’ରେ ଆକ୍ରାନ୍ତ ହୋଇ ଫେରିଥିବା ସନ୍ଦେହ କରାଯାଉଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଆଜି ସକାଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

ଗତ ରବିବାର ସୁରତରୁ ଗୋଟିଏ ପରିବାର ଓଡ଼ିଶା ଆସିଥିଲେ। ସେମାନଙ୍କୁ ବ୍ରହ୍ମପୁରରେ ଏକ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିଲା। ରକ୍ତ ଓ ସ୍ୱାବ୍‌ ଟେଷ୍ଟରୁ ‘କରୋନା’ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଶିତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ପରିବାରରେ ଜଣେ ମହିଳା ଥିଲେ ଓ ସେ ଗର୍ଭବତୀ ଥିଲେ।

ଆଜି ସକାଳେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ। କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ପଠାଇଥିଲେ।  ସେଠାରେ ମହିଳା ଜଣକ ଦୁଇଟି ଯମଜ(ପୁଅ ଓ ଝିଅ) ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story