‘ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକ୍‌ରୁ ତଳକୁ ଖସିଲାଣି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣରେ ପିକ୍‌ରୁ ତଳକୁ ଖସିଲାଣି ଭୁବନେଶ୍ୱର। ଏବେ ରାଜଧାନୀ ପ୍ଲାଟ୍ ପରିସ୍ଥିତିରେ ରହିଛି। ପୂର୍ବରୁ ୪୦୦ରୁ ୫୦୦ ଆକ୍ରାନ୍ତ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୩୦୦ରେ ରହିଛି। ଆଗାମୀ ଦିନରେ ପରିସ୍ଥିତିରେ ଆହୁରି ସୁଧାର ଆସିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନର କହିଛନ୍ତି-“ଭୁବନେଶ୍ୱର ମହାନଗର ନିଗମର ପ୍ରତି ୱାର୍ଡରେ ଲୋକଙ୍କ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ। ଜ୍ୱର, […]

bbsr

bbsr

Manoranjan Sial
  • Published: Tuesday, 22 September 2020
  • Updated: 22 September 2020, 04:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣରେ ପିକ୍‌ରୁ ତଳକୁ ଖସିଲାଣି ଭୁବନେଶ୍ୱର। ଏବେ ରାଜଧାନୀ ପ୍ଲାଟ୍ ପରିସ୍ଥିତିରେ ରହିଛି। ପୂର୍ବରୁ ୪୦୦ରୁ ୫୦୦ ଆକ୍ରାନ୍ତ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୩୦୦ରେ ରହିଛି। ଆଗାମୀ ଦିନରେ ପରିସ୍ଥିତିରେ ଆହୁରି ସୁଧାର ଆସିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

କମିଶନର କହିଛନ୍ତି-“ଭୁବନେଶ୍ୱର ମହାନଗର ନିଗମର ପ୍ରତି ୱାର୍ଡରେ ଲୋକଙ୍କ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ। ଜ୍ୱର, କାଶ ସହ ଅନ୍ୟ ରୋଗ ସମ୍ପର୍କରେ ପଚାରି ବୁଝୁଛନ୍ତି। ଏହି ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ। ଏହାସହ ରାଜଧାନୀରେ ଅମାନିଆଙ୍କୁ ସାବାଡ଼ କରିବାକୁ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଯାଞ୍ଚ ବଢ଼ିଛି। ବିଭିନ୍ନ ଅଞ୍ଚଳରେ ଏନେଇ ଚଢ଼ଉ କରି ଯାଞ୍ଚ ହେଉଛି।”

ଗତକାଲି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୮୮୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୯୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୮୭୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story