ଅଧ୍ୟକ୍ଷଙ୍କ ବଦଳି ଦାବିରେ ଡିଏଭି ବିଇଡି କଲେଜ ଛାତ୍ରଛାତ୍ରୀ ଧାରଣା

<p>କୋରାପୁଟ (ଓଡ଼ିଶା ରିପୋର୍ଟର): ଅଧ୍ୟକ୍ଷଙ୍କ ବଦଳି ଦାବିରେ କୋରାପୁଟ ଜିଲ୍ଲା ଡିଏଭି ବିଇଡି କଲେଜ ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ପକାଇ ଧାରଣାରେ ବସିଛନ୍ତି। ରାତିରେ ଅଧ୍ୟକ୍ଷ କରୁଣାକର ପ୍ରଧାନ ହଷ୍ଟେଲ ଭିତରକୁ ଅନାଧିକାର ପ୍ରବେଶ କରୁଛନ୍ତି। ଏହାର ପ୍ରତିବାଦ କଲେ ଧମକ ଦେଉଛନ୍ତି। ଏପରିକି ବଗିଚାରେ କାମ କରିବାକୁ ମନା କଲେ ଫର୍ମ ପୂରଣ ନ କରାଇ ଦେବା ସହ ପରୀକ୍ଷାରେ ମାର୍କ କମାଇଦେବାକୁ କହୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।</p> <p>ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ କରୁଣାକର ଖଣ୍ଡନ କରିଛନ୍ତି।</p>

Ordigital Desk
  • Published: Tuesday, 31 October 2017
  • Updated: 31 October 2017, 06:51 PM IST
<p>କୋରାପୁଟ (ଓଡ଼ିଶା ରିପୋର୍ଟର): ଅଧ୍ୟକ୍ଷଙ୍କ ବଦଳି ଦାବିରେ କୋରାପୁଟ ଜିଲ୍ଲା ଡିଏଭି ବିଇଡି କଲେଜ ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ପକାଇ ଧାରଣାରେ ବସିଛନ୍ତି। ରାତିରେ ଅଧ୍ୟକ୍ଷ କରୁଣାକର ପ୍ରଧାନ ହଷ୍ଟେଲ ଭିତରକୁ ଅନାଧିକାର ପ୍ରବେଶ କରୁଛନ୍ତି। ଏହାର ପ୍ରତିବାଦ କଲେ ଧମକ ଦେଉଛନ୍ତି। ଏପରିକି ବଗିଚାରେ କାମ କରିବାକୁ ମନା କଲେ ଫର୍ମ ପୂରଣ ନ କରାଇ ଦେବା ସହ ପରୀକ୍ଷାରେ ମାର୍କ କମାଇଦେବାକୁ କହୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।</p><p>ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ କରୁଣାକର ଖଣ୍ଡନ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos