ଟ୍ରକ୍-ଟିପର ମୁହାଁମୁହିଁ ଧକ୍କା, ୩ ମୃତ

ଢେଙ୍କାନାଳ: ଢେଙ୍କାନାଳ  ଜିଲ୍ଲା ଗଁଦିଆ ନାରେନା ନିକଟରେ ଟ୍ରକ୍-ଟିପର ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକଙ୍କ ପରିଚୟ ମିଳି ପାରିନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।