ପୁଲିସ ଗାଡ଼ିକୁ ଘେରିଗଲେ ମାଙ୍କଡ଼: ଇମୋଶନ ହୋଇଗଲେ ଏସ୍‌ପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗୋଟିଏ ନୁହେଁ କି ଦୁଇଟି। ପୁଲିସ ଗାଡ଼ିକୁ ଘେରି ଯାଇଛନ୍ତି ମାଳ ମାଳ ମାଙ୍କଡ଼। ଖାଲି ଘେରିନାହାନ୍ତି କେହି କେହି ଗାଡ଼ି ଉପରକୁ ଉଠିଯାଇଛନ୍ତି। ଆଉ ପୁଲିସ ଭାଇମାନେ ଯାହା ଶ୍ରଦ୍ଧାରେ ଦେଉଛନ୍ତି ତାକୁ ଖାଇଯାଉଛନ୍ତି। ବିନା ଡର ଭୟରେ ଯିଏ ଯେମିତି ପାରୁଥିଲା ଡେଇଁ ଯାଉଥିଲା। ଯେଉଁଠି ପଶୁ ଓ ମଣିଷ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଯାଏ ସେଠି ଭୟ ବା କେଉଁଠି ଆସିବ। ପୁଲିସ ହେଲେ ବି ସେମାନଙ୍କର ବି ମାନବିକତା ଅଛି। […]

Khaki (1)

Khaki (1)

Tapas Behera
  • Published: Monday, 27 April 2020
  • Updated: 27 April 2020, 05:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗୋଟିଏ ନୁହେଁ କି ଦୁଇଟି। ପୁଲିସ ଗାଡ଼ିକୁ ଘେରି ଯାଇଛନ୍ତି ମାଳ ମାଳ ମାଙ୍କଡ଼। ଖାଲି ଘେରିନାହାନ୍ତି କେହି କେହି ଗାଡ଼ି ଉପରକୁ ଉଠିଯାଇଛନ୍ତି। ଆଉ ପୁଲିସ ଭାଇମାନେ ଯାହା ଶ୍ରଦ୍ଧାରେ ଦେଉଛନ୍ତି ତାକୁ ଖାଇଯାଉଛନ୍ତି। ବିନା ଡର ଭୟରେ ଯିଏ ଯେମିତି ପାରୁଥିଲା ଡେଇଁ ଯାଉଥିଲା। ଯେଉଁଠି ପଶୁ ଓ ମଣିଷ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଯାଏ ସେଠି ଭୟ ବା କେଉଁଠି ଆସିବ। ପୁଲିସ ହେଲେ ବି ସେମାନଙ୍କର ବି ମାନବିକତା ଅଛି। ଲକଡାଉନ୍‌ ଯୋଗୁ ଖାଦ୍ୟାଭାବରେ ଆଉଟ୍‌ପାଉଟ୍‌ ହେଉଥିବା ଏହି ମାଙ୍କଡ଼ମାନେ ଖାଇବା ଆଶାରେ ଦଉଡ଼ି ଆସିଥିବା ବେଳେ ପୁଲିସ ଭାଇମାନେ ବି ତାଙ୍କୁ ନିରାଶ କରିନାହାନ୍ତି।

ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲାର। ଯେଉଁ ଫଟୋ ସବୁ ଯାଜପୁର ଏସପି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଲକଡାଉନ୍‌ ସମୟରେ ଖାକି ସେମାନଙ୍କର ପ୍ରକୃତ ବନ୍ଧୁ ବୋଲି ଚିହ୍ନିପାରିଛନ୍ତି। ସେମାନେ ଆମକୁ ଦେଖି ଡରି ପଳାଇବା ବଦଳରେ ଆମ ପାଖକୁ ଦଉଡ଼ି ଆସିଥିଲେ। ଆଉ ଫଟୋ କହୁଛି ଆମେ ବି ସେମାନଙ୍କର ବିଶ୍ୱସ୍ଥ ଓ ତାଙ୍କ ଯତ୍ନ ଓ ସୁରକ୍ଷା ଆମର ଦାୟିତ୍ୱ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story