ଚକଡ଼ା ପାଇଁ ଚାଷ ଜମିରେ ନିଆଁ ଲଗାଇଦେଲେ ଚାଷୀ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଲେଉଟିଲା ‘ଚକଡ଼ା’। ବଲାଙ୍ଗିର ସଦର ବ୍ଲକର ସାହାଜବାହାଲ ଓ ଝରେଇବାହାଲ ଗାଁରେ ‘ଚକଡ଼ା’ ଦାଉରୁ ୨ ଚାଷୀ ନିଜ ଆଠ ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି। ସାହଜବାହାଲ ଗାଁର ଅନୀଲ ହୋତା ନିଜର ୫ ଏକର ଚାଷଜମି ପୋଡ଼ି ଦେଇଥିବା ବେଳେ ଝରେଇବାହାଲ ଗାଁର ଅଶୋକ ପ୍ରଧାନ ୩ ଏକର ଚାଷଜମିରେ ନିଆଁ ଲଗାଇଦେଇଛନ୍ତି। ଚକଡ଼ା ମାଡ଼ିବା ପରେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେମାନେ ଜମିରେ କୀଟନାଶକ ବ୍ୟବହାର […]

farmers-set-fire-to-crop-after-pesticides-fail-to-fight-chakada-pest

Manoranjan Sial
  • Published: Saturday, 27 October 2018
  • Updated: 27 October 2018, 08:11 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଲେଉଟିଲା ‘ଚକଡ଼ା’। ବଲାଙ୍ଗିର ସଦର ବ୍ଲକର ସାହାଜବାହାଲ ଓ ଝରେଇବାହାଲ ଗାଁରେ ‘ଚକଡ଼ା’ ଦାଉରୁ ୨ ଚାଷୀ ନିଜ ଆଠ ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି। ସାହଜବାହାଲ ଗାଁର ଅନୀଲ ହୋତା ନିଜର ୫ ଏକର ଚାଷଜମି ପୋଡ଼ି ଦେଇଥିବା ବେଳେ ଝରେଇବାହାଲ ଗାଁର ଅଶୋକ ପ୍ରଧାନ ୩ ଏକର ଚାଷଜମିରେ ନିଆଁ ଲଗାଇଦେଇଛନ୍ତି।

ଚକଡ଼ା ମାଡ଼ିବା ପରେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେମାନେ ଜମିରେ କୀଟନାଶକ ବ୍ୟବହାର କରିଥିଲେ। କିନ୍ତୁ ତାହା କୌଣସି କାମ ଦେଇନଥିଲା। ଦିନକୁ ଦିନ ଚକଡ଼ା ମାଡ଼ି ଚାଲିଥିବାରୁ ସେମାନେ ଅନ୍ୟ ଉପାୟ ନପାଇ ଜମିରେ ନିଆଁ ଲଗାଇଦେଇଥିବା କହିଛନ୍ତି।

ତେବେ ଏନେଇ କୃଷି ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତବର୍ଷ ପଶ୍ଚିମ ଓଡ଼ିଶାରେ ଦାଉ ସାଦିଥିଲା ଚକଡ଼ା। ଏକର ଏକର ଚାଷ ଜମିରେ ଚକଡ଼ା ମାଡ଼ିଯାଇଥିଲା। ଫଳରେ ହଜାର ହଜାର ଏକର ଜମିରେ ଧାନ ଚାଷ ନଷ୍ଟ ହୋଇଥିଲା। ଏଥିପାତଁ କ୍ଷତିପୂରଣ ଦାବି କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି କେତେକ ଚାଷୀ ନିଜ ଚାଷ ଜମିରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏବେ ପୁଣି ଚକଡ଼ା ଲେଉଟିବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story