ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଚକାଆଖି ସବୁ ଦେଖୁଛି’ ଓ ‘ପୁଅ ମୋର କଳା ଠାକୁର’ ଭଳି ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଜଟଣୀ ସ୍ଥିତ ଘରେ ବସିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ […]

raju-mishra

raju-mishra

Ranjit Kumar Jena
  • Published: Monday, 02 November 2020
  • Updated: 02 November 2020, 02:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 'ଚକାଆଖି ସବୁ ଦେଖୁଛି' ଓ 'ପୁଅ ମୋର କଳା ଠାକୁର' ଭଳି ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଜଟଣୀ ସ୍ଥିତ ଘରେ ବସିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ରାଜୁ ମିଶ୍ର ପୁରସ୍କୃତ ହୋଇଥିଲେ। ସେ 'ସାଗର ଗଙ୍ଗା', ରୁପା ଗାଁ'ର ସୁନା କନିଆ, ସତ ମିଛ, ଉଲକା, ପଥର ଖସୁଛି ବଡ଼ ଦେଉଳୁ, ମମତା ମାଗେ ମୁଲ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।

ତେବେ ସୂର୍ଯ୍ୟ ମିଶ୍ରଙ୍କ ସହ ମିଶି ସେ 'ଉଲ୍‌କା' ଫିଲ୍ମ ଜରିଆରେ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୭ରେ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ରୁ ଗ୍ରାଜୁଏଟ୍ କରିଥିବା ରାଜୁ ମିଶ୍ର ଦିମ୍ବଗତ ଅଭିନେତ୍ରୀ ସ୍ମିତା ପାଟିଲଙ୍କୁ ନେଇ ମରାଠୀ ଫିଲ୍ମ 'ସର୍ବସାକ୍ଷୀ' କରିଥିଲେ। ଏହି ଫିଲ୍ମ ମଧ୍ୟ ଜାତୀୟ ପୁରସ୍କାର ହାସଲ କରିଥିଲା।

ଏହାବ୍ୟତୀତ ସେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ବିଜେତା କିଛି ଆସାମୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତାଙ୍କ ଫିଲ୍ମ 'ଲକ୍ଷ୍ମୀର ଅଭିସାର' ୯ଟି ରାଜ୍ୟ ପୁରସ୍କାର ମଧ୍ୟ ହାସଲ କରିଛି। ୩୫ ବର୍ଷର ଲମ୍ବା କ୍ୟାରିୟରରେ ରାଜୁ ମିଶ୍ର ଅନେକ ଫିଲ୍ମରେ ଫଟୋଗ୍ରାଫୀ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ୩୦ରୁ ଅଧିକ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏଥିମଧ୍ୟରୁ ୧୨ଟି ଫିଲ୍ମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳିଛି। ସେ ମଧ୍ୟ IIFAର ୪୪ତମ ସଂସ୍କରଣରେ ଜୁରୀ ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story