ପରଦାରେ ଦେଖିବାକୁ ମିଳିବ ଜଣେ ସାଧାରଣ ଯୁବକର କାହାଣୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ସିନେ ଜଗତର ପ୍ରଥମ ବାୟୋପିକ୍‌। ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ ‘ଭାଇ’। ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଜଣେ ଯୁବ ସଫଳ ବ୍ୟବସାୟୀ ଅବଦୁଲ ଆମାନି ଖାନଙ୍କ ସଂଘର୍ଷମୟ ଜୀବନ ଓ ସଫଳ କାହାଣୀ  ଉପରେ ଏହି ଫିଲ୍ମ ତିଆରି ହେବ। ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗାଁ ଲକ୍ଷ୍ମଣ ଖୁଣ୍ଟାରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। […]

biopic

biopic

Manoranjan Sial
  • Published: Saturday, 23 February 2019
  • Updated: 23 February 2019, 09:04 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ସିନେ ଜଗତର ପ୍ରଥମ ବାୟୋପିକ୍‌। ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ ‘ଭାଇ’। ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଜଣେ ଯୁବ ସଫଳ ବ୍ୟବସାୟୀ ଅବଦୁଲ ଆମାନି ଖାନଙ୍କ ସଂଘର୍ଷମୟ ଜୀବନ ଓ ସଫଳ କାହାଣୀ  ଉପରେ ଏହି ଫିଲ୍ମ ତିଆରି ହେବ।

ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗାଁ ଲକ୍ଷ୍ମଣ ଖୁଣ୍ଟାରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ତାପସ୍ ସରଗରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ମିହିର ଦାସ, ଅଭିନେତ୍ରୀ ଶିବାନୀ ଓ କମେଡିଆନ୍‌ ତ୍ରିଭୂବନ ପଣ୍ଡାଙ୍କ ଭଳି ବହୁ ଅଭିଜ୍ଞ କଳାକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos