ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ସିନେ ଜଗତର ପ୍ରଥମ ବାୟୋପିକ୍। ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ ‘ଭାଇ’। ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଜଣେ ଯୁବ ସଫଳ ବ୍ୟବସାୟୀ ଅବଦୁଲ ଆମାନି ଖାନଙ୍କ ସଂଘର୍ଷମୟ ଜୀବନ ଓ ସଫଳ କାହାଣୀ ଉପରେ ଏହି ଫିଲ୍ମ ତିଆରି ହେବ।
ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗାଁ ଲକ୍ଷ୍ମଣ ଖୁଣ୍ଟାରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ତାପସ୍ ସରଗରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ମିହିର ଦାସ, ଅଭିନେତ୍ରୀ ଶିବାନୀ ଓ କମେଡିଆନ୍ ତ୍ରିଭୂବନ ପଣ୍ଡାଙ୍କ ଭଳି ବହୁ ଅଭିଜ୍ଞ କଳାକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ବର୍ଷା ପ୍ରିୟଦର୍ଶିନୀଙ୍କ ‘ୱାଇଫ୍’ ସତ ନା କାହାଣୀ
‘ୱାଇଫ୍’କୁ ନେଇ ବର୍ଷା କହିଛନ୍ତି, ମୁଁ ଚାହୁଁଥିଲି ଲୋକମାନେ ଏହି ଫିଲ୍ମକୁ ଦେଖନ୍ତୁ। ଏଥିରେ ଗୋଟିଏ ସକାରାତ୍ମକ ବାର୍ତ୍ତା ରହିଛି। ବିବାହର ମହତ୍ୱ ଓ ଗୁରୁତ୍ୱ ଉପରେ ଏଥିରେ ଗୋଟିଏ ଭଲ ବାର୍ତ୍ତା ରହିଛି। ଚଳଚ୍ଚିତ୍ରରେ ମାହି ଓ ଯୁବରାଜଙ୍କ କାହାଣୀ ରହିଛି।
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।