ଜଙ୍ଗଲରୁ ବନ୍ଧୁକ ସହ ବିସ୍ଫୋରକ ଓ ୭୪ ପ୍ରକାର ନକ୍ସଲ ସାମଗ୍ରୀ ଜବତ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ। ଗତକାଲି ଯୋଡାମ୍ବ ଜଙ୍ଗଲରେ ଅପରେସନ ବେଳେ ମାଟି ତଳେ ପୋତା ହୋଇଥିବା ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୁଲିସ। ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଳି ଗୋଟିଏ ଲେଖାଏଁ ବନ୍ଧୁକ ଓ ପିସ୍ତଲ ସହ ୭୪ ପ୍ରକାର ନକ୍ସଲ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଏବଂ ଡିଭିଏଫ ପକ୍ଷରୁ ଅପରେସନ ବେଳେ ଏ ସବୁ ନକ୍ସଲ […]

mao

mao

Niranjan Mishra
  • Published: Wednesday, 23 November 2022
  • Updated: 23 November 2022, 05:05 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ। ଗତକାଲି ଯୋଡାମ୍ବ ଜଙ୍ଗଲରେ ଅପରେସନ ବେଳେ ମାଟି ତଳେ ପୋତା ହୋଇଥିବା ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୁଲିସ।

ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଳି ଗୋଟିଏ ଲେଖାଏଁ ବନ୍ଧୁକ ଓ ପିସ୍ତଲ ସହ ୭୪ ପ୍ରକାର ନକ୍ସଲ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଏବଂ ଡିଭିଏଫ ପକ୍ଷରୁ ଅପରେସନ ବେଳେ ଏ ସବୁ ନକ୍ସଲ ସାମଗ୍ରୀ ମିଳିଥିଲା। ନକ୍ସଲ ସାମଗ୍ରୀ ଭିତରେ ରକେଟ ଲଞ୍ଚର, ବାଇନା କୁଲାର ସମେତ ବହୁ ସଂଖ୍ୟକ ଟିଫିନ୍, ବିଦ୍ୟୁତ ତାର, ସାଲାଇନ୍ ବୋତଲ, ମାଓ ପୋଷାକ, ଜୋତା, ମାଓ ବ୍ୟାନର ଓ ପ୍ରଚାର ପୁସ୍ତିକା ପ୍ରଭୃତି ରହିଛି।

ଏହି ସାମଗ୍ରୀ ଜବତ ପରେ ନକ୍ସଲ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଏହି ନକ୍ସଲ ସାମଗ୍ରୀ ଜବତ ପରେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story