ରୋଗୀଙ୍କ ପାଇଁ ହୋଇଥିଲା: ଡାକ୍ତର କରିଛନ୍ତି ବେଡରୁମ୍‌ , ଭିତରେ ଅଛି ଏସବୁ ଜିନିଷ

ପାରଳାଖେମୁଣ୍ଡି/ରାୟଗଡ଼ା(ଓଡ଼ିଶା ରିପୋର୍ଟର)ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନୂତନ ବିଲ୍ଡଂ ସହ ଉନ୍ନତ ମାନର ଚିକିତ୍ସା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ଦେଖିବା ଦୁଇଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇଟି ଭିନ୍ନଭିନ୍ନ ଚିତ୍ର ।  ଗୋଟିଏ ଚିକିତ୍ସାଳୟରେ ରୋଗୀସେବା ପାଇଁ ଉଦ୍ଦିଷ୍ଟ ନୂତନ କୋଠରୀରେ ନିଜେ ଡାକ୍ତରବାବୁ ରହୁଥିବାବେଳେ, ଅନ୍ୟ ଚିକିତ୍ସାଳୟରେ ନାଁ ଅଛନ୍ତି ଡାକ୍ତର, ନାଁ ଅଛି ଆନୁସଙ୍ଗିକ ବ୍ୟବସ୍ଥା।  ପାରଳାଖେମୁଣ୍ଡି ଓ ରାୟଗଡ଼ାରେ ଏହି ଚିତ୍ର […]

432

432

Tapas Behera
  • Published: Wednesday, 10 July 2019
  • Updated: 10 July 2019, 07:44 PM IST

Sports

Latest News

ପାରଳାଖେମୁଣ୍ଡି/ରାୟଗଡ଼ା(ଓଡ଼ିଶା ରିପୋର୍ଟର)ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନୂତନ ବିଲ୍ଡଂ ସହ ଉନ୍ନତ ମାନର ଚିକିତ୍ସା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ଦେଖିବା ଦୁଇଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇଟି ଭିନ୍ନଭିନ୍ନ ଚିତ୍ର ।  ଗୋଟିଏ ଚିକିତ୍ସାଳୟରେ ରୋଗୀସେବା ପାଇଁ ଉଦ୍ଦିଷ୍ଟ ନୂତନ କୋଠରୀରେ ନିଜେ ଡାକ୍ତରବାବୁ ରହୁଥିବାବେଳେ, ଅନ୍ୟ ଚିକିତ୍ସାଳୟରେ ନାଁ ଅଛନ୍ତି ଡାକ୍ତର, ନାଁ ଅଛି ଆନୁସଙ୍ଗିକ ବ୍ୟବସ୍ଥା।  ପାରଳାଖେମୁଣ୍ଡି ଓ ରାୟଗଡ଼ାରେ ଏହି ଚିତ୍ର ଦେଖିବାକୁ ମିଳିଛି।

କୋଠରୀ ନମ୍ବର ୨୦୯।  ଗେଟ ବାହାରେ କାଗଜରେ ଲେଖା ଅଛି ରୁମ୍ ଟି ସିନିୟର କନସଲଟାଣ୍ଟ (HDU)ଙ୍କୁ ପାଇଁ ଉଦ୍ଦିଷ୍ଟ।  ହେଲେ ରୁମ୍ ଭିତରର ଦୃଶ୍ୟ ଥିଲା କିଛି ଅଲଗା। ବେଡରେ ମଶାରୀ ଟଙ୍ଗା ଯାଇଥିବାବେଳେ, ପାଖରେ ରହିଛି ଗ୍ୟାସ ସହ ବିଭିନ୍ନ ଖାଇବା ସାମଗ୍ରୀ। ଏ ଦୃଶ୍ୟ ହେଉଛି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର।

କ୍ରମାଗତ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶିଶୁ ଓ ମା’ଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ପରିସରରେ ଏକ ନୂତନ କୋଠା ତିଆରି କରାଯାଇଥିଲା।  ଉଦ୍‌ଘାଟନର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହା କର୍ଯ୍ୟକ୍ଷମ ହୋଇପାରିନଥିଲା। ବାରମ୍ବାର ଦାବି ପରେ ଗତ କିଛି ମାସ ହେଲା ଏହା କାର୍ଯ୍ୟକ୍ଷମ ହୋଇଥିଲା।  ହେଲେ ରୋଗୀ ସେବା ନୁହେଁ ରୁମ୍‌ରେ  ରହିଥିଲେ ଖୋଦ ହସ୍ପିଟାଲ୍ ଅଧିକ୍ଷକଙ୍କ ସହ ଅନ୍ୟ ୫ଜଣ ଡାକ୍ତର।  ଘଟଣାକୁ ନେଇ ରୋଗୀ ଏବଂ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଏହାର ତଦନ୍ତ ଦାବି କରିଛନ୍ତି।

ସେପଟେ ଘଟଣାର ତଦନ୍ତ କରାଯାଇ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଉ ଗୋଟିଏ ଚିତ୍ର ଆସିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର । କେଉଁଠି ଛାତରୁ ସିଲିଂ ଖସିଲାଣି ତ’ ଆଉ କେଉଁଠି କୋଠା ଉପରେ ବଡବଡ ଗଛ ଉଠିଲାଣି। ଡାକ୍ତରଙ୍କ କଥା ନକହିବା ଭଲ। ଅସ୍ଥିଶଲ୍ୟ, ପାଥୋଲୋଜି, ରେଡିଓ ଲୋଜି, ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତର ପଦବୀ ଖାଲି ପଡ଼ିଛି। ଏପରିକି ସିଡିଏମ୍ଓ ଓ ଏଡିଏମ୍ଓ ପଦବୀ ମଧ୍ୟ ଖାଲି ପଡ଼ିଛି । ଡାକ୍ତର ଅଭାବରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେପଟେ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ସିଡିଏମ୍ଓ ଇନ୍‌ଚାର୍ଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story