ବର୍ଷା ନାହିଁ, ଚିନ୍ତାରେ ଚାଷୀ

ଯାଜପୁର(ଅଭୟ ପତି):କରୋନା କଟକଣାରେ ଜୀବନ ଜୀବିକା ବିପଦରେ ପଡିଥିବା ବେଳେ ଧାନ  ଚାଷ ଉପରେ ନିର୍ଭର କରୁଥିବା ଧାନ ଚାଷୀ ହତାଶ । ଚାଷ ଆରମ୍ଭରୁ ସବସିଡି ବିହନ ମିଳିବା ସମସ୍ୟା ଦେଖାଦେଇଥିବା ବେଳେ ପୁଣି ପାଣି ସମସ୍ୟା ଉପୁଜିଛି । ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ପ୍ରଶାସନ ପକ୍ଷରୁ କେନାଲ ମାଧ୍ୟମରେ ପାଣି ଯୋଗାଇଦେବାରେ ବିଫଳ ହୋଇଛି । ପାଣି ଅଭାବରୁ ଧାନ କ୍ଷେତ ଫାଟି ଆଁ କଲାଣି । ମୌସୁମୀର ଲୁଚକାଳି […]

6hm

6hm

Tapas Behera
  • Published: Monday, 19 July 2021
  • Updated: 19 July 2021, 04:44 PM IST

Sports

Latest News

ଯାଜପୁର(ଅଭୟ ପତି):କରୋନା କଟକଣାରେ ଜୀବନ ଜୀବିକା ବିପଦରେ ପଡିଥିବା ବେଳେ ଧାନ  ଚାଷ ଉପରେ ନିର୍ଭର କରୁଥିବା ଧାନ ଚାଷୀ ହତାଶ । ଚାଷ ଆରମ୍ଭରୁ ସବସିଡି ବିହନ ମିଳିବା ସମସ୍ୟା ଦେଖାଦେଇଥିବା ବେଳେ ପୁଣି ପାଣି ସମସ୍ୟା ଉପୁଜିଛି । ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ପ୍ରଶାସନ ପକ୍ଷରୁ କେନାଲ ମାଧ୍ୟମରେ ପାଣି ଯୋଗାଇଦେବାରେ ବିଫଳ ହୋଇଛି । ପାଣି ଅଭାବରୁ ଧାନ କ୍ଷେତ ଫାଟି ଆଁ କଲାଣି । ମୌସୁମୀର ଲୁଚକାଳି ଖେଳ ଯୋଗୁ ଅଧିକାଂଶ ଜମିରେ ପାଣି ଅଭାବରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁନି।

ତଳି ପକାଇଥିବା ଚାଷୀ ମୁଣ୍ଡ ରେ ହାତ ଦେଇ ବସିଛନ୍ତି । ଚାଷୀ ଠିକ୍ ଭାବେ ବିହନ ପାଇନଥିବା ବେଳେ ନିଜ ସଂଚୟ ବିହନରେ ତଳି ପକାଇଥିଲେ।  ତାହା ପୁଣି  ପାଣି ଅଭାବରୁ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ ଆଣିଛନ୍ତି ।  ଚଳିତ ବର୍ଷ ଜିଲ୍ଲାରେ ୧ଲକ୍ଷ୧୦ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖିଛି କୃଷି ବିଭାଗ । ପ୍ରଶାସନ ହିସାବରେ କ୍ଷୁଦ୍ର ଜଳସେଚନ ,ଉଠା ଜଳସେଚନ କେନାଲ ଓ ବୋରୁୱେଲ ମାଧ୍ୟମରେ ୭୭ ହଜାର ହେକ୍ଟର ଜମି ଜଳସେଚିତ କରାଯିବାର ଲକ୍ଷ୍ୟ ରହିଛି ।

ଜୁଲାଇ ମାସରେ ସମସ୍ତ କେନାଲ ଦ୍ୱାରା ପାଣି ଯୋଗାଇବାକୁ ସରକାରୀ ନିୟମ ଥିଲେବି ଜଳ ସମ୍ପଦ ବିଭାଗ ଅଧିନସ୍ଥ ବିଭିନ୍ନ କେନାଲରେ ଏବେ  ନିର୍ମାଣ କାର୍ଯ୍ୟ ଲାଗି ଜଳ ଯୋଗାଇବା ବିଳମ୍ବ ହେଉଛି । ଜିଲ୍ଲାକୁ ୬୦୦୦ କ୍ୱିଟାଂଲ ସବସିଡି ବିହନ ଆସିଥିବା ବେଳେ ସୋସାଇଟି ମାଧ୍ୟମରେ ବଂଟନ ହୋଇଛି। କିନ୍ତୁ ପ୍ରକୃତ ଚାଷୀ ଏହା ପାଇନଥିବା ଅଭିଯୋଗ ଆଣିଛନ୍ତି । କରୋନା ମାଡରେ ଚାଷୀକୂଳ ଆର୍ଥିକ ସମସ୍ୟା ଭୋଗୁଥିବା ବେଳେ ଚାଷ ବେଳକୁ ଚାଷୀଙ୍କ ଲାଗି ଦଇବ ଦାଉ ସାଧିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story