ଭିକୁ ସେଠ୍‌‌ଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛନ୍ତି ପତ୍ନୀ, ପାର୍ବତୀ ପାଖକୁ ଦୌଡ଼ୁଛନ୍ତି ବେବିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା ଜଗତର ବେତାଜ ବାଦ୍‌ଶାହ ଭିକୁ ସେଠ୍ ଆଉ ନାହାନ୍ତି। ହେଲେ ନିଜ ଅଭିନୟର ଯାଦୁ ବଳରେ କେତେ ଯାତ୍ରା ମାଲିକଙ୍କୁ ମାଲାମାଲ୍‌ କରିଦେଇଥିବା ଭିକୁ ସେଠ୍‌ଙ୍କ ଶୁଦ୍ଧି କ୍ରିୟା ପାଇଁ ତାଙ୍କ ପତ୍ନୀଙ୍କୁ ଭିକ ମାଗିବାକୁ ପଡ଼ୁଛି। ହକ ପାଇବା ପାଇଁ ତାଙ୍କୁ ଦୌଡ଼ିବାକୁ ପଡ଼ୁଛି। ଟଙ୍କା ପାଇଁ ନେହୁରା ହେବାକୁ ପଡ଼ୁଛି। ଭିକୁ ସେଠ୍ କାମ କରିଥିବା ସଂସ୍ଥା ଉପରେ ଟଙ୍କା ବକେୟା ଥିବା ବେଳେ ତାଙ୍କୁ ମିଳୁନି। ଏନେଇ ଅତି […]

500

500

Tapas Behera
  • Published: Saturday, 19 September 2020
  • Updated: 19 September 2020, 06:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରା ଜଗତର ବେତାଜ ବାଦ୍‌ଶାହ ଭିକୁ ସେଠ୍ ଆଉ ନାହାନ୍ତି। ହେଲେ ନିଜ ଅଭିନୟର ଯାଦୁ ବଳରେ କେତେ ଯାତ୍ରା ମାଲିକଙ୍କୁ ମାଲାମାଲ୍‌ କରିଦେଇଥିବା ଭିକୁ ସେଠ୍‌ଙ୍କ ଶୁଦ୍ଧି କ୍ରିୟା ପାଇଁ ତାଙ୍କ ପତ୍ନୀଙ୍କୁ ଭିକ ମାଗିବାକୁ ପଡ଼ୁଛି। ହକ ପାଇବା ପାଇଁ ତାଙ୍କୁ ଦୌଡ଼ିବାକୁ ପଡ଼ୁଛି। ଟଙ୍କା ପାଇଁ ନେହୁରା ହେବାକୁ ପଡ଼ୁଛି। ଭିକୁ ସେଠ୍ କାମ କରିଥିବା ସଂସ୍ଥା ଉପରେ ଟଙ୍କା ବକେୟା ଥିବା ବେଳେ ତାଙ୍କୁ ମିଳୁନି। ଏନେଇ ଅତି ଦୁଃଖର ସହ ମୁହଁ ଖୋଲିଛନ୍ତି ମହେନ୍ଦ୍ର ଦାସ ତଥା ଭିକୁ ସେଠ୍‌‌ଙ୍କ ପତ୍ନୀ ବେବିନା ଦାସ।

ବେବିନା କହିଛନ୍ତି, ସୂର୍ଯ୍ୟ ଉଦୟ ହୋଇ ଅସ୍ତ ହୋଇଥାନ୍ତି। ସେହିପରି ମୋ’ ଜୀବନର ସୂର୍ଯ୍ୟ ସବୁଦିନ ପାଇଁ ଅସ୍ତ ହୋଇଯିବ। କୋଭିଡ୍‌ ସମୟରେ ଚାପଗ୍ରସ୍ତ ହୋଇ ମୋ ସ୍ୱାମୀ ହୃଦଘାତରେ ଚାଲିଗଲେ। ହେଲେ ସେ ପାର୍ବତୀ ଗଣନାଟ୍ୟରେ ଚାକିରି କରିଥିଲେ ମଧ୍ୟ ତାଙ୍କର ଲକ୍ଷାଧିକ ଟଙ୍କା ସଂସ୍ଥା ଉପରେ ବାକି ରହିଛି। ସେ ଟଙ୍କା ମୋତେ ମିଳିଲେ ମୁଁ ଶୁଦ୍ଧି କାମରେ ଖର୍ଚ୍ଚ କରିବି। ଟଙ୍କା ବାବଦରେ ମୁଁ ଗଣନାଟ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇଛି। ହେଲେ ସେ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ସ୍ୱର୍ଗତ ମହେନ୍ଦ୍ର ଦାସଙ୍କ ପତ୍ନୀ ବେବିନା ଦାସ। 

ଏପରିକି ସରକାର ଓ କଳାକାର ସଂଘକୁ ମଧ୍ୟ ନିବେଦନ କରିଛି ବୋଲି ବେବିନା କହିଛନ୍ତି। ଏବେ ଦଶାହ କାର୍ଯ୍ୟ ପାଇଁ ବେବିନା ତାଙ୍କ ଶ୍ୱଶୁର ଘର ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ କୁଷପଦା ଗାଁରେ ଅଛନ୍ତି।

ସୂଚନା ଯୋଗ୍ୟ, କିଛି ଦିନ ତଳେ ୫୫ ବର୍ଷ ବୟସରେ ତାଙ୍କର ଚୌଦ୍ୱାର ସ୍ଥିତ ବାସଭବନରେ ମହେନ୍ଦ୍ର ଦାସଙ୍କର ହୃଦ୍‌ଘାତରେ ପରଲୋକ ଘଟିଥିଲା। ଛାତିରେ ଯନ୍ତ୍ରଣା ଅନୁଭବ ପରେ ଚୌଦ୍ୱାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ‘ଶାଗୁଣା ବସିଛି ଡେଣା ମେଲାଇ’ର ଲୋକପ୍ରିୟ କଳାକାର ଥିଲେ ଭିକୁ ସେଠ୍। ଜନତା ଗଣନାଟ୍ୟର ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ନାଟକ ତାଙ୍କ ପାଇଁ ସୁପରଡୁପର ହିଟ୍ ହୋଇଥିଲା। ଏହି ଯାତ୍ରାରେ ‘ଭିକୁ ସେଠ୍’ ଭାବେ ତାଙ୍କ ଚରିତ୍ର ଓ ଡାଏଲଗକୁ ଆଜିଯାଏଁ ମନେ ରଖିଛନ୍ତି ଦର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story