ଗୁଳିମାଡ଼ରେ ମହିଳା ମୃତ, ଦୁର୍ବୃତ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଚୌକିପଡ଼ାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କେ.କାର୍ତ୍ତିକେୟନ। ତାଙ୍କୁ ପ୍ରାୟ ୬୦ ବର୍ଷ ହେବ। ସେ ୨୪ ନମ୍ବର ୱାର୍ଡର କାଉନ୍‌ସିଲର କେ.ଜଗଦୀଶେଶ୍ୱରୀଙ୍କ ମା’ ବୋଲି ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଗୁଳିଟି ତାଙ୍କ ମୁଣ୍ଡରେ ବାଜି ଥିଲା। ମୃତ ମହିଳାଙ୍କ […]

murder

murder

Rakesh Mallick
  • Published: Friday, 24 February 2017
  • Updated: 24 February 2017, 09:35 PM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଚୌକିପଡ଼ାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କେ.କାର୍ତ୍ତିକେୟନ। ତାଙ୍କୁ ପ୍ରାୟ ୬୦ ବର୍ଷ ହେବ। ସେ ୨୪ ନମ୍ବର ୱାର୍ଡର କାଉନ୍‌ସିଲର କେ.ଜଗଦୀଶେଶ୍ୱରୀଙ୍କ ମା’ ବୋଲି ଜଣାପଡ଼ିଛି।

ମୃତ ମହିଳା ଜଣଙ୍କ ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଗୁଳିଟି ତାଙ୍କ ମୁଣ୍ଡରେ ବାଜି ଥିଲା।

ମୃତ ମହିଳାଙ୍କ ଜ୍ୱାଇଁ କେ. ସୁରେଶ କହିଛନ୍ତି,“ମୋ ଶାଶୂ ଏକାକୀ ରହୁଥିଲେ। ସକାଳ ପ୍ରାୟ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆମ ଘରେ ରହନ୍ତି। ସନ୍ଧ୍ୟାରେ ତାଙ୍କ ଘରକୁ ଫେରି ଆସୁଥିଲେ। ସେ ୧୦ ବର୍ଷ ହେଲାଣି ଏକୁଟିଆ ରହି ଆସୁଥିଲେ। କିଏ କ’ଣ ପାଇଁ ତାଙ୍କୁ ହତ୍ୟା କଲା ଆମେ ଅନ୍ଦାଜ ଲଗାଇ ପାରୁନୁ।”

ଝାରସୁଗୁଡ଼ା ଏସ୍‌ଡିପିଓ ପୁରୁଷୋତ୍ତମ ସେଠୀ କହିଛନ୍ତି,“ତଦନ୍ତ ଜାରି ରହିଛି। ଆମକୁ କିଛି ତଥ୍ୟ ମିଳିଛି। ଖୁବଶୀଘ୍ର ଅପରାଧୀକୁ ଧରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story