ଶାଳପତ୍ର ଓ ସବାଇଘାସରୁ ଜିଏସ୍‌ଟି ଛାଡ଼ ଦାବିରେ ଜେଏମ୍‌ଏମ୍‌ ପକ୍ଷରୁ ଏନ୍‌ଏଚ୍‌ ଅବରୋଧ

<p>ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବିଶୋଇରେ ରାସ୍ତା ଅବରୋଧ। ଏନ୍ଏଚ୍ ୧୮ ଓ ଏନ୍ଏଚ୍ ୪୯ ଅବରୋଧ କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍&zwnj;ଏମ୍&zwnj;)। ଶାଳପତ୍ର ଓ ସବାଇ ଘାସ ଉପରୁ ଜିଏସ୍&zwnj;ଟି ଛାଡ଼ ଦାବିରେ ଏହି ରାସ୍ତା ଅବରୋଧ କରାଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଅବରୋଧ ଅପରାହ୍ନ ୩ଟା ଯାଏଁ ଚାଲିବ।</p> <p>ଜେଏମ୍ଏମ୍&zwnj;ର ଆନ୍ଦୋଳନ ଯୋଗୁଁ ବାରିପଦା-ବାଙ୍ଗିରିପୋଷି ଏବଂ ବିଶୋଇ-ଯଶୀପୁର ରାସ୍ତାରେ ଯାତାୟତ ପୂର ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।</p>

Ordigital Desk
  • Published: Thursday, 12 October 2017
  • Updated: 12 October 2017, 11:29 AM IST

Sports

Latest News

<p>ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବିଶୋଇରେ ରାସ୍ତା ଅବରୋଧ। ଏନ୍ଏଚ୍ ୧୮ ଓ ଏନ୍ଏଚ୍ ୪୯ ଅବରୋଧ କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍&zwnj;ଏମ୍&zwnj;)। ଶାଳପତ୍ର ଓ ସବାଇ ଘାସ ଉପରୁ ଜିଏସ୍&zwnj;ଟି ଛାଡ଼ ଦାବିରେ ଏହି ରାସ୍ତା ଅବରୋଧ କରାଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଅବରୋଧ ଅପରାହ୍ନ ୩ଟା ଯାଏଁ ଚାଲିବ।</p><p>ଜେଏମ୍ଏମ୍&zwnj;ର ଆନ୍ଦୋଳନ ଯୋଗୁଁ ବାରିପଦା-ବାଙ୍ଗିରିପୋଷି ଏବଂ ବିଶୋଇ-ଯଶୀପୁର ରାସ୍ତାରେ ଯାତାୟତ ପୂର ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos