ଲୋକସଭାରେ ରାଜ୍ୟ ତଟ ସୁରକ୍ଷା ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାର ତଟ ସୁରକ୍ଷା ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ଏ ନେଇ ଆଜି ଗୃହରେ ଆଲୋଚନା ବେଳେ ଓଡ଼ିଶା ପାଇଁ ମଞ୍ଜୁର ୨୬ଟି ବୋଟ୍ ତୁରନ୍ତ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଏହାସହ ରାଜ୍ୟରେ ବୃଦ୍ଧି ପାଉଥିବା ପଡୋଶୀ ଦେଶରୁ ଅନୁପ୍ରବେଶକୁ ନେଇ ସେ ଚିନ୍ତା ପ୍ରକାଟ କରିଥିଲେ। ବେଆଇନ ଭାବେ ହଜାର ହଜାର ଲୋକ ପ୍ରତିବର୍ଷ ଅନୁପ୍ରବେଶ କରୁଥିବାରୁ ଏହା ଦେଶର ସୁରକ୍ଷା […]

Baijayant Panda, MP

Baijayant Panda, MP

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 12:32 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶାର ତଟ ସୁରକ୍ଷା ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ଏ ନେଇ ଆଜି ଗୃହରେ ଆଲୋଚନା ବେଳେ ଓଡ଼ିଶା ପାଇଁ ମଞ୍ଜୁର ୨୬ଟି ବୋଟ୍ ତୁରନ୍ତ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଏହାସହ ରାଜ୍ୟରେ ବୃଦ୍ଧି ପାଉଥିବା ପଡୋଶୀ ଦେଶରୁ ଅନୁପ୍ରବେଶକୁ ନେଇ ସେ ଚିନ୍ତା ପ୍ରକାଟ କରିଥିଲେ। ବେଆଇନ ଭାବେ ହଜାର ହଜାର ଲୋକ ପ୍ରତିବର୍ଷ ଅନୁପ୍ରବେଶ କରୁଥିବାରୁ ଏହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ସେ କହିଛନ୍ତି। ରାଜ୍ୟରେ ପ୍ରାୟ ୫୦୦ କି.ମି.ର ଉପକୂଳ ରହିଛି। ଏହି ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୮ଟି ସାମୁଦ୍ରିକ ଥାନା ପର୍ଯ୍ୟାପ୍ତ ହୋଇ ନ ଥିବାରୁ ଅଧିକ ସଂଖ୍ୟାରେ ଖୋଲିବା, ସୁରକ୍ଷା ପାଇଁ ଉପକୂଳରେ ପଇଁତରା ମାରିବାକୁ ଅଧିକ ଇଣ୍ଟାସେପ୍ଟର ବୋଟ୍ ଯୋଗାଇ ଦେବାକୁ ସେ ଦାବି କରିଥିଲେ।

‌ଏହାର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଓଡ଼ିଶାରୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ଗିରଫ କରିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଶୀଘ୍ର ଓଡ଼ିଶା ଲାଗି ୨୬ଟି ବୋଟ୍ କିଣାଯିବ। ଦେଶର ସୁରକ୍ଷାରେ କୌଣସି ସାଲିସ କରାଯିବ ନାହିଁ। ସୁରକ୍ଷା ପ୍ରସଙ୍ଗରେ ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ରିଜିଜୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story