ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୨ ଟ୍ରାକ୍ଟର, ୨ ଜେସିବି

ନାରାୟଣପାଟଣା: କୋରାପୁଟ ଜିଲ୍ଲା ମଝିଗୁମାଣ୍ଡି ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତାକାମକୁ ବିରୋଧ କରି ସେମାନେ ଏକ ଠିକା ସଂସ୍ଥାର ଦୁଇଟି ଜେସିବି ଓ ଦୁଇଟି ଟ୍ରାକ୍ଟର ଜାଳି ଦେଇଛନ୍ତି।  ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି।