ପୁରୀରେ ବସ୍‌ ଭିତରେ ଦୁଷ୍କର୍ମର କଳାକାହାଣୀ କହିଲେ ନାବାଳିକା, ଅଭିଯୁକ୍ତ ଗିରଫ  

Minor Tribal Girl Raped Inside Bus In Puri

36

36

Tapas Behera
  • Published: Tuesday, 09 July 2019
  • Updated: 09 July 2019, 04:29 PM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର):ପୁରୀରେ ବସ୍‌ ଭିତରେ ଜଣେ ନାବାଳିକାଙ୍କୁ ବସ୍‌ ହେଲପର୍‌ ଦୁଷ୍କର୍ମ କରିଥିବା ଘଟଣାରେ ପୋକ୍ସୋ ଆଇନରେ ପୁଲିସ୍‌ ମାମଲା ରୁଜୁ କରିଛି। ଏହାସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ଅଟକ ହେଲପରକୁ ପୁଲିସ୍‌ ଗିରଫ କରିଛି।

ଗତକାଲି ରାତିରେ ଏକ ଲକଜୁରି ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଶରଧାବାଲିରେ ପୀଡ଼ିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ୍‌ ପୀଡ଼ିତାକୁ ଉଦ୍ଧାର କରିବା ସହ ଅଭିଯୋଗ କ୍ରମେ ବସ୍ ହେଲପରକୁ ଅଟକ ରଖିଥିଲା।

ପୀଡ଼ିତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି। ସେ କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିବା ବେଳେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରି ନଥିଲେ। ପୁରୀ ବସଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ୮ଟା ହୋଇଯାଇଥିଲା। ହେଲପର ଜଣକ ତାଙ୍କୁ ବୁଝାସୁଝା କରି ବସ୍‌ ଶୋଇ ପଡ଼ିବାକୁ କହିଥିଲା। ଏହାପରେ ନାବାଳିକାର ସରଳତାର ସୁଯୋଗ ନେଇ ହେଲପର୍‌ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି।

ଏନେଇ ପୀଡ଼ିତା କହିଛନ୍ତି,“ ରାତି ୮ଟାରେ ପୁରୀ ବସ୍‌ଷ୍ଟାଣ୍ଡରେ ଗାଡ଼ି ଆସି ପହଞ୍ଚିଥିଲା। ଏହାପରେ  ବସ୍‌ ହେଲପର ଆସି ମୋତେ କହିଥିଲେ ଏଠି ବସିଥାଅ, ତମ ପାଇଁ ଖାଇବା ନେଇ ଆସୁଛି। ମୁଁ ହଁ କହିଥିଲି। ମୁଁ ବାହାରକୁ ବାହାରି ନଥିଲି, ବସ୍‌ ଭିତରେ ଥିଲି। ରାତି ୯ଟା ପାଖାପାଖିରେ ଖାଇବା ନେଇ ସେ ହେଲପର ଆସିଥିଲେ। ମୋତେ ଥକା ଲାଗୁଥିବାରୁ ଖାଇ ସାରିବା ପରେ ମୁଁ ଶୋଇ ପଡ଼ିଥିଲି।  ସେ ମୋତେ କହିଥିଲେ, ଶୋଇପଡ଼, ଏସି ଓ ମଶାଧୂପ ଲଗାଇଦେବି। ମୁଁ ନିଦରେ ଶୋଇଥିଲା ବେଳେ ସେ ମୋତେ ଦୁଷ୍କର୍ମ କରିଥିଲେ। ମୁଁ ଚାହୁଁଛି ଅଭିଯୁକ୍ତକୁ ଦଣ୍ଡ ମିଳୁ।”

ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି,“ ଏହି ଅଘଟଣର ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆର୍‌ଟିଓ ପୁଲିସକୁ ତଦନ୍ତରେ ସହଯୋଗ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story