ଭଦ୍ରକ କରୋନା ଆକ୍ରାନ୍ତଙ୍କ ଲିଙ୍କରେ ଯାଜପୁରର ଛଅ ଜଣ !

ଯାଜପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଯେଉଁ ୭ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫ ଜଣ ଭଦ୍ରକ ଜିଲ୍ଲାର ଓ ଦୁଇ ଜଣ ବାଲେଶ୍ୱରର ଜିଲ୍ଲାର ବୋଲି ଜଣାଯାଇଛି। ତେବେ ଭଦ୍ରକର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ ଆସିଥିବା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ତେବେ ଭଦ୍ରକ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଛି […]

555555555

555555555

Tapaswini Nayak
  • Published: Monday, 20 April 2020
  • Updated: 20 April 2020, 01:22 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଯେଉଁ ୭ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫ ଜଣ ଭଦ୍ରକ ଜିଲ୍ଲାର ଓ ଦୁଇ ଜଣ ବାଲେଶ୍ୱରର ଜିଲ୍ଲାର ବୋଲି ଜଣାଯାଇଛି। ତେବେ ଭଦ୍ରକର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ ଆସିଥିବା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ତେବେ ଭଦ୍ରକ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଛି ।

ଯାଜପୁର ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଭଦ୍ରକର ସଂପୃକ୍ତ ବ୍ୟକ୍ତି ୨୯ ତାରିଖରେ କୋଲକାତାରୁ ରାତି ୯ଟାରେ ଏକ ମାରୁତି ଭ୍ୟାନରେ ବାହାରିଥିଲେ। ତାଙ୍କ ସହ ଭ୍ୟାନ୍‌ରେ ଛଅ ଜଣ ଆସିଥିଲେ। ସେମାନଙ୍କ ଘର ଯାଜପୁର ଷଠିପୁର ନିକଟରେ ବୋଲି ପରସ୍ପର ସହ ଗାଡ଼ିରେ କଥାବର୍ତ୍ତା ହେଉଥିଲେ। କୋଲକାତାରୁ ଆସିଲାବେଳେ ବାଟରେ ସେମାନେ ଗୋଟାଏ ଜାଗାରେ ଅଟକିଥିଲେ।

ଏହାପରେ ୩୦ ତାରିଖ ସକାଳ ସାଢ଼େ ୬ଟାରେ ଭଦ୍ରକର ଏକ ସ୍ଥାନରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଓହ୍ଲାଇ ଯାଇଥିଲେ। ଯାଜପୁର ଯାଉଥିବା ଅନ୍ୟ ୬ଜଣ ଷଠିପୁରରେ ଓହ୍ଲାଇବେ ବୋଲି କଥାବାର୍ତ୍ତା ହେଉଥିବା ସୂଚନା ମିଳିଥିବା ଜିଲ୍ଲାପାଳ କହିଛନ୍ତି।

ଯାଜପୁର ଜିଲ୍ଲାପାଳ ଆହୁରି କହିଛନ୍ତି,“ କରୋନା ଆକ୍ରାନ୍ତଙ୍କ  ସଂସ୍ପର୍ଶରେ ଆସିଥିବା ଛଅ ଜଣ ବ୍ୟକ୍ତି କୋଲକାତାରେ ଲୋଡିଂ ଅନଲୋଡିଂ ଶ୍ରମିକ ଭାବେ କାମ କରୁଥିବା ଅନୁମାନ କରାଯାଉଛି।”

ତେବେ ସେହି ବ୍ୟକ୍ତିମାନେ ତୁରନ୍ତ ଆସି ପ୍ରଶାସନକୁ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ସେ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି। ଭଦ୍ରକ ଜିଲ୍ଲାରେ  ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତମାନେ ଯାଜପୁରର  କୌଣସି ଲୋକଙ୍କ ସହ ସଂସ୍ପର୍ଶରେ ଆସି ନାହାନ୍ତି ବୋଲି ସେ କହିଛନ୍ତି।

ଉଭୟ ଜିଲ୍ଲାପାଳଙ୍କ ସୂଚନା ଭିତରେ ପାର୍ଥକ୍ୟ ରହୁଥିବାରୁ ପ୍ରକୃତ ସତ୍ୟାସତ୍ୟ କଣ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story