ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୪୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୪୪୧ ଟି ହେଉଛି ଲୋକାଲ୍ କେସ୍।
ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଏବେ କରୋନାର ହଟସ୍ପଟ ପାଲଟିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ବଢ଼ିବାକୁ ଲାଗିଥିବା ବେଳେ କମିବା ନାଁ ଧରୁ ନାହିଁ। ଖୋର୍ଦ୍ଧାରୁ ନୂଆ ୭୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ଏହାପରେ ରାୟଗଡ଼ା ଜିଲ୍ଲାରୁ ୪୯୫, କଟକ ଜିଲ୍ଲାରୁ ୩୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୧୪୦, ସମ୍ବଲପୁରରୁ ୧୨୮, ନୟାଗଡ଼ ଜିଲ୍ଲାରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 27th August
New Positives Cases: 3682
In quarantine: 2241
Local contacts: 1441(Details of local contacts will be shared by concerned District Administration)
District Wise Cases
1. Angul: 56
2. Balasore: 87
3. Bargarh: 152
4. Bhadrak: 51
5. Balangir: 68— I & PR Department, Odisha (@IPR_Odisha) August 28, 2020
6. Boudh: 14
7. Cuttack: 369
8. Deogarh: 12
9. Dhenkanal: 61
10. Gajapati: 48
11. Ganjam: 174
12. Jagatsinghpur: 44
13. Jajpur: 88
14. Jharsuguda: 43
15. Kalahandi: 41
16. Kandhamal: 36
17. Kendrapada: 44
18. Keonjhar: 59
19. Khurda: 775
20. Koraput: 140
21. Malkangiri: 86— I & PR Department, Odisha (@IPR_Odisha) August 28, 2020
22. Mayurbhanj: 272
23. Nawarangpur: 38
24. Nayagarh: 109
25. Nuapada: 23
26. Puri: 115
27. Rayagada: 495
28. Sambalpur: 128
29. Sonepur: 27
30. Sundargarh: 27New Recoveries: 2510
Cumulative Tested: 1612097
Positive: 94668
Recovered: 65323
Active Cases: 28836— I & PR Department, Odisha (@IPR_Odisha) August 28, 2020
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ବେଳେ ୬୫,୩୨୩ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୨୮,୮୩୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।