ଭୁବନେଶ୍ୱରରୁ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୪ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୧୦୧ ଓ ଲୋକାଲ କେସ୍‌ ୨୪୪ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୪୧୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 22nd Sep 2020(till 9am). Further contact […]

bmc

bmc

Manoranjan Sial
  • Published: Tuesday, 22 September 2020
  • Updated: 22 September 2020, 04:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୧୦୧ ଓ ଲୋକାଲ କେସ୍‌ ୨୪୪ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୪୧୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1308353091331186688?s=20

ଆଚାର୍ଯ୍ୟ ବିହାରରୁ ୪, ବରମୁଣ୍ଡାରୁ ୪, ଭକ୍ତ ମଧୁ ନଗରରୁ ୬, ବମିଖାଲ୍‌ରୁ ୫, ସେଣ୍ଟ୍ରାଲ୍‌ ସରକାରୀ ମେଡିକାଲର ୭ କର୍ମଚାରୀ, ଚକେଇସିଆଣିରୁ ୩, ଲକ୍ଷ୍ମୀସାଗରରୁ ୧୩, ୟୁନିଟ୍‌-୬ରୁ ୪, ଝାରପଡ଼ାରୁ ୬, ଗଣ୍ଡମୁଣ୍ଡାରୁ ୫, ଗଜପତି ନଗରରୁ ୩, ଗାଡ଼କଣାରୁ ୬, ଡୁମ୍‌ଡୁମା ଏଚ୍‌ବି କଲୋନୀରୁ ୩, ଡୁମ୍‌ଡୁମାରୁ ୩, ଚନ୍ଦ୍ରସେଖରପୁର ରେଳ ବିହାରରୁ ୪, ଖାରବେଳନଗରରୁ ୩, ମଞ୍ଚେଶ୍ୱରରୁ ୩, ନୟାପଲ୍ଲୀରୁ ୬, ନୟାପଲ୍ଲୀ ବେହେରା ସାହିରୁ ୫, ନୀଳାଦ୍ରି ବିହାରରୁ ୪, ୟୁନିଟ୍‌-୮ ନୟାପଲ୍ଲୀରୁ ୪, ୟୁନିଟ୍‌-୮ରୁ ୭, ଶୈଳଶ୍ରୀବିହାରରୁ ୭, ଟଙ୍କପାଣି ରୋଡ୍‌ରୁ ୪, ସୁନ୍ଦରପଦାରୁ ୬, ୟୁନିଟ୍‌-୯ରୁ ୪, ରସୁଲଗଡ଼ରୁ ୩, ପାତ୍ରପଡ଼ାରୁ ୪, ପଳାଶପଲ୍ଲୀରୁ ୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୨୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୩୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୮୦୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos