ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୮ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୮୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୧୮ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଉ ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 23rd Sep 2020(till 9am). Further […]

bmc

bmc

Manoranjan Sial
  • Published: Wednesday, 23 September 2020
  • Updated: 23 September 2020, 05:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୮୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୧୮ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଉ ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1308715650869649408?s=20

ଭରତପୁରରୁ ୩, ବିଜେବି ନଗରରୁ ୪, ବମିକଖାଲ୍‌ରୁ ୬, ଡମଣାରୁ ୫, ଡୁମ୍‌ଡୁମାରୁ ୧୦, ଗଙ୍ଗ ନଗରରୁ ୩, ଭିଏସ୍‌ଏସ୍‌ ନଗରରୁ ୬, ବାଣୀବିହାରରୁ ୩, ଲକ୍ଷ୍ମୀ ସାଗରରୁ ୫, କଳିଙ୍ଗ ନଗରରୁ ୬, ଝାରପଡ଼ାରୁ ୮, ଜାଗମରାରୁ ୩, ଆଇଆର୍‌ସି ଭିଲେଜରୁ ୪, ନୟାପଲ୍ଲୀରୁ ୮, ନୀଳାଦ୍ରି ବିହାରରୁ ୬, ଓଲ୍‌ଡ ଟାଉନ୍‌ରୁ ୬, ପଳାସପଲ୍ଲୀରୁ ୩, ପଟିଆରୁ ୯, ପ୍ରଶାନ୍ତ ବିହାରରୁ ୪, ଚନ୍ଦ୍ରଶେଖରପୁରରୁ ୧୦, ୟୁନିଟ୍‌-୬ରୁ ୩, ୟୁନିଟ୍‌-୯ରୁ ୬, ଟଙ୍କପାଣି ରୋଡ୍‌ରୁ ୩, ସୁନ୍ଦରପଦାରୁ ୪, ସାମନ୍ତରାପୁରରୁ ୪, ଶୈଳଶ୍ରୀ ବିହାରରୁ ୭, ସହିଦ୍‌ ନଗରରୁ ୩, ରସୁଲଗଡ଼ରୁ ୩ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୫୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୭୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୭୧୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story