ଭୁବନେଶ୍ୱରରୁ ୩୨୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୭୦ ଓ ଲୋକାଲ କଣ୍ଟାକ୍ଟ କେସ ୨୫୬ ରହିଛି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 25th Sep 2020(till 9am). Further contact tracing […]

bmc

bmc

Manoranjan Sial
  • Published: Friday, 25 September 2020
  • Updated: 25 September 2020, 06:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୭୦ ଓ ଲୋକାଲ କଣ୍ଟାକ୍ଟ କେସ ୨୫୬ ରହିଛି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1309461043442188289?s=20

ସପ୍ତମ ବାଟାଲିୟନ୍‌ରୁ ୩, ଅଶୋଗ ନଗରରୁ ୩, ବଡ଼ଗଡ଼ରୁ ୪, ବରମୁଣ୍ଡାରୁ ୮, ଭିମ୍‌ ଟାଙ୍ଗିରୁ ୫, ଭୋଇ ନଗରରୁ ୪, ବ୍ରହ୍ମେଶ୍ୱର ପାଟଣାରୁ ୪, ଚନ୍ଦକାରୁ ୩, ଚନ୍ଦ୍ରଶେଖରପୁରରୁ ୭, ନୟାପଲ୍ଲୀରୁ ୧୧, ୟୁନିଟ୍‌-୩ରୁ ୫, ସୁନ୍ଦରପଦାରୁ ୩, ଘାଟିକିଆରୁ ୪, ଜିଜିପି କଲୋନୀରୁ ୩, ଡୁମ୍‌ଡୁମାରୁ ୪, ଜୟଦେବ ବିହାରରୁ ୩, ଝାରପଡ଼ାରୁ ୬, କଳିଙ୍ଗନଗରରୁ ୫, ଖଣ୍ଡଗିରିରୁ ୪, ଖାରବେଳ ନଗରରୁ ୪, ଲକ୍ଷ୍ମୀସାଗରରୁ ୩, ୟୁନିଟ୍‌-୮ରୁ ୫, ପଟିଆରୁ ୨୦, ଭିଏସ୍‌ଏସ୍‌ ନଗରରୁ ୫, ବାଣୀ ବିହାର ଅଞ୍ଚଳରୁ ୪, ସାମନ୍ତରାପୁରରୁ ୩, ଶୈଳଶ୍ରୀ ବିହାରରୁ ୬, ସହିଦ ନଗରରୁ ୩, ରସୁଲଗଡ଼ରୁ ୭, ପୋଖରୀପୁଟରୁ ୪, ପାତ୍ରପଡ଼ାରୁ ୪, ୟୁନିଟ୍‌-୯ରୁ ୧୦, ପଳାଶୁଣୀରୁ ୬, ଓଲଡ୍‌ ଟାଉନ୍‌ରୁ ୮ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୦୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୫୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୬୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story