ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୭୦.୭୮ ପ୍ରତିଶତ

କଟକ(ଓଡ଼ିଶା ରିପୋର୍ଟର): ଆଜି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ବୋର୍ଡ କାର୍ଯ୍ୟାଳୟରେ ସକାଳ ୯ଟାରେ ପରୀକ୍ଷା ଫଳ ପ୍ରକାଶ ହୋଇଛି। ତେବେ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। A1-୧୧୮୦, A2-୯୯୩୮, B1-୨୪୯୯୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିନ ୧୧ଟାରୁ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। www.bseodisha.ac.in,www.bseodisha.nic.in। ସେହିପରି ମଧ୍ୟମାରେ ପାସ୍ ହାର ୮୪. ୬୨ ପ୍ରତିଶତ ରହିଛି। ଏଥିରେ ୩୫୬୩ରୁ ୩୦୧୫ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୨୨ […]

bip

bip

Jyoshna Pradhan
  • Published: Tuesday, 21 May 2019
  • Updated: 21 May 2019, 09:25 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଜି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ବୋର୍ଡ କାର୍ଯ୍ୟାଳୟରେ ସକାଳ ୯ଟାରେ ପରୀକ୍ଷା ଫଳ ପ୍ରକାଶ ହୋଇଛି। ତେବେ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। A1-୧୧୮୦, A2-୯୯୩୮, B1-୨୪୯୯୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିନ ୧୧ଟାରୁ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। www.bseodisha.ac.in,www.bseodisha.nic.in।

ସେହିପରି ମଧ୍ୟମାରେ ପାସ୍ ହାର ୮୪. ୬୨ ପ୍ରତିଶତ ରହିଛି। ଏଥିରେ ୩୫୬୩ରୁ ୩୦୧୫ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା।

ପ୍ରଶ୍ନପତ୍ର ଭାଇରାଲ୍ ଓ ଓଏମ୍‌ଆର୍‌ ସିଟ୍ ଗାଏବକୁ ନେଇ ଚଳିତ ଥର ମାଟ୍ରିକ୍‌ ପରୀକ୍ଷା ଚର୍ଚ୍ଚାରେ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story