ଖଣି ଦୁର୍ନୀତି ମାମଲା, ଖସି ଗଲେ ବଡ଼ ବଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ଖଣି ଦୁର୍ନୀତିରେ ସାମିଲ ଥିବା ନେଇ ଅଭିଯୋଗରୁ ମୁକ୍ତ ହେଲେ ଓଡ଼ିଶାର ବଡ଼ ବଡ଼ିଆ ଖଣି କମ୍ପାନୀ। ଯେଉଁଥିରେ ଏସେଲ ମାଇନିଂ, ଶାରଦା ମାଇନ୍ସ ଏବଂ ରୁଙ୍ଗଟା ଭଳି ଖଣି ସଂସ୍ଥା ରହିଛି। ଖଣି ଦୁର୍ନୀତି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏକ ତଦନ୍ତ କମିଟି ଏହି ଅଭିଯୋଗରୁ ମୁକ୍ତ କରିଛି। ଖାଲି ଏହି ତିନିଟି କମ୍ପାନୀ ନୁହନ୍ତି, ବେଆଇନ ଖଣି ଖନନ ଅଭିଯୋଗରୁ ମୁକ୍ତ ହୋଇଛନ୍ତି ତ୍ରିବେଣୀ […]

mines-2-1

mines-2-1

Subhransu Sekhar
  • Published: Thursday, 07 November 2019
  • Updated: 07 November 2019, 04:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ଖଣି ଦୁର୍ନୀତିରେ ସାମିଲ ଥିବା ନେଇ ଅଭିଯୋଗରୁ ମୁକ୍ତ ହେଲେ ଓଡ଼ିଶାର ବଡ଼ ବଡ଼ିଆ ଖଣି କମ୍ପାନୀ। ଯେଉଁଥିରେ ଏସେଲ ମାଇନିଂ, ଶାରଦା ମାଇନ୍ସ ଏବଂ ରୁଙ୍ଗଟା ଭଳି ଖଣି ସଂସ୍ଥା ରହିଛି। ଖଣି ଦୁର୍ନୀତି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏକ ତଦନ୍ତ କମିଟି ଏହି ଅଭିଯୋଗରୁ ମୁକ୍ତ କରିଛି। ଖାଲି ଏହି ତିନିଟି କମ୍ପାନୀ ନୁହନ୍ତି, ବେଆଇନ ଖଣି ଖନନ ଅଭିଯୋଗରୁ ମୁକ୍ତ ହୋଇଛନ୍ତି ତ୍ରିବେଣୀ ଆର୍ଥ ମୁଭର୍ସ, ଇନ୍ଦ୍ରାଣୀ ପଟ୍ଟନାୟକ, ସିରାଜୁଦ୍ଦିନ୍ ମାଇନ୍ସ ଏବଂ କେଜେ ଏସ ଆଲୁୱାଲିଆ ଭଳି କମ୍ପାନୀ ରହିଛି।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନୀଲ ଆର. ଡାବେ ଏବଂ ଜଷ୍ଟିସ ସିଙ୍ଘବୀଙ୍କୁ ନେଇ ଗଠିତ କମିଟି ଏହି ବେଆଇନ ଖଣି ମାମଲାର ତଦନ୍ତ କରୁଥିଲେ। ଏହି କମ୍ପାନୀମାନେ ଯେଉଁ ସ୍ଥାନରେ ଖଣି ଖନନ କରୁଥିଲେ, ନିଜେ କରୁଥିଲେ ନା ଅନ୍ୟକୁ ଦାୟିତ୍ୱ ହସ୍ତାନ୍ତର କରି ଖଣି ଖନନ କରୁଥିଲେ ସେ ନେଇ ଏହି କମିଟି ତଦନ୍ତ କରୁଥିଲା। ମୋଟ ୧୫ଟି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏହି କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଉପା ସରକାରଙ୍କ ଦ୍ୱାରା ନିଯୁକ୍ତ ବିଚାରପତି ଏମବି ଶାହା କମିଶନ ଏଭଳି ଅନେକ ଖଣି କମ୍ପାନୀ ବେଆଇନ ଖଣି ଖନନ କରିଥିବା ନେଇ ରିପୋର୍ଟ ଦେଇଥିଲେ।

ଆଦିତ୍ୟ ବିର୍ଲା, ଏସେଲ ମାଇନିଂ, ରୁଙ୍ଗଟା ଗ୍ରୁପ୍ ଭଳି କମ୍ପାନୀ ୧୦ କିଲୋମିଟରରୁ ଅଧିକ ସ୍ଥାନରେ ଖଣି ଖନନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାକି ଓଡ଼ିଶାର ବିରୋଧୀ ଦଳର ନେତା ବେଆଇନ ବୋଲି ଅଭିଯୋଗ କରିଥିଲେ। ଏବେ ଏହାକୁ କ୍ଲିଅରାନ୍ସ ଦେଇଛି ଏହି ତଦନ୍ତ କମିଟି। ଏହି କମ୍ପାନୀମାନଙ୍କୁ ଯେଉଁ ଲିଜ୍ ମିଳିଥିଲା ତାହା ବେଆଇନ ନୁହେଁ ବୋଲି ନବୀନ ସରକାର କହିଥିଲେ। ନିୟମ ଅନୁଯାୟୀ ସମସ୍ତ ଖଣି ଖନନ ହୋଇଛି ବୋଲି କହିଥିଲେ।

ବିଚାରପତି ଡାଭେ ଓ ସିଙ୍ଘଭିଙ୍କୁ ନେଇ ଗଠିତ କମିଟି ଉପରୋକ୍ତ ବଡ଼ ବଡ଼ କମ୍ପାନୀଙ୍କୁ ଦୋଷମୁକ୍ତ କରିଥିଲେ ବି ମାଲା ରୟ, କବିତା ଅଗ୍ରୱାଲ ଓ ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ଼ ଷ୍ଟିଲ କମ୍ପାନୀ ବେଆଇନ କାମ କରିଛନ୍ତି ବୋଲି ରିପୋର୍ଟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story