ଓଲିଉଡ ଓ ଭଜନ ଇଣ୍ଡଷ୍ଟ୍ରିରେ ସାରଥିଙ୍କ ଟଙ୍କା: ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସାରଥି ପ୍ରଡକ୍ସନରେ ଅର୍ଥ କାରବାର ସମ୍ପର୍କରେ ଜାଣିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ। ମିଳିଥିବା ସୂଚନା ମୁତାବକ ଓଲିଉଡ୍ ଓ ଭଜନ ଇଣ୍ଡଷ୍ଟ୍ରିରେ ଲାଗିଛି ସାରଥିଙ୍କ ଟଙ୍କା। ଓଡ଼ିଆ ଫିଲ୍ମ ବ୍ୟାଚଲର ସାରଥିଙ୍କ ଟଙ୍କା ଲାଗିଛି। ୨୦୧୩ରେ ରିଲିଜ୍ ହୋଇଥିବା ଏଇ ଫିଲ୍ମ ନିର୍ମାଣ ହୋଇଥିଲା ଶ୍ରୀମଦ୍ ସାରଥି ପ୍ରଡକସନ୍ ବ୍ୟାନରରେ। ଶ୍ରୀମଦ୍ ସାରଥି ପ୍ରଡକସନର ପ୍ରଥମ ଫିଲ୍ମଟି ନିର୍ମାଣ ହୋଇଥିଲା। ଖାଲି ଏଇ ଫିଲ୍ମ ନୁହେଁ ସାରଥି ପ୍ରଡକ୍ସନରେ ମଧ୍ୟ କିଛି […]

bachelor-odia-movie

bachelor-odia-movie

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 03:06 PM IST

Sports

Latest News

sarathi and ollywood linkଭୁବନେଶ୍ୱର: ସାରଥି ପ୍ରଡକ୍ସନରେ ଅର୍ଥ କାରବାର ସମ୍ପର୍କରେ ଜାଣିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ। ମିଳିଥିବା ସୂଚନା ମୁତାବକ ଓଲିଉଡ୍ ଓ ଭଜନ ଇଣ୍ଡଷ୍ଟ୍ରିରେ ଲାଗିଛି ସାରଥିଙ୍କ ଟଙ୍କା। ଓଡ଼ିଆ ଫିଲ୍ମ ବ୍ୟାଚଲର ସାରଥିଙ୍କ ଟଙ୍କା ଲାଗିଛି। ୨୦୧୩ରେ ରିଲିଜ୍ ହୋଇଥିବା ଏଇ ଫିଲ୍ମ ନିର୍ମାଣ ହୋଇଥିଲା ଶ୍ରୀମଦ୍ ସାରଥି ପ୍ରଡକସନ୍ ବ୍ୟାନରରେ। ଶ୍ରୀମଦ୍ ସାରଥି ପ୍ରଡକସନର ପ୍ରଥମ ଫିଲ୍ମଟି ନିର୍ମାଣ ହୋଇଥିଲା। ଖାଲି ଏଇ ଫିଲ୍ମ ନୁହେଁ ସାରଥି ପ୍ରଡକ୍ସନରେ ମଧ୍ୟ କିଛି ଭଜନ ବି ପ୍ରସ୍ତୁତ ହୋଇଥିଲା। ଶ୍ରୀମଦ୍ ସାରଥି ପ୍ରଡକସନର କାରବାର ବୁଝୁଥିଲେ ସାରଥିଙ୍କ ପୁଅ ସତ୍ୟମ ଶେଖର ରାଉଳ। ସାରଥି ବିବାଦ ଗଣମାଧ୍ୟମରେ ପ୍ରସାରିତ ହେବାପରେ ବହୁ ସେଲିବ୍ରିଟିଙ୍କ ସହ ସତ୍ୟମଙ୍କ ଫଟୋ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଥିଲା। ଏହାକୁ ନେଇ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ସାରଥି ପ୍ରଡକସନରେ ହୋଇଥିବା ଅର୍ଥ କାରବାର ସଂପର୍କରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଛି। ୩ ଜଣିଆ ଟିମ୍ ଏନେଇ ତଦନ୍ତ କରିବ। ଓଲିଉଡ୍ ଓ ଭଜନ ଇଣ୍ଡଷ୍ଟ୍ରିରେ ସାରଥିଙ୍କର କେତେ ଟଙ୍କ। ଲାଗିଛି। କେଉଁଠୁ ଆସିଛି ଟଙ୍କ।। କାହାକୁ କାହାକୁ ଟଙ୍କ। ଦିଆଯାଇଛି ଏନେଇ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ ଟିମ୍। ଆବଶ୍ୟକ ପଡିଲେ ଫିଲ୍ମ ୟୁନିଟକୁ ବି କ୍ରାଇମବ୍ରାଞ୍ଚର ଟିମ୍ ପଚରାଉଚରା  କରିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story