ଧାନ ଜଗିଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ

<p>ଅନୁଗୋଳ: ରାତିରେ ବିଲରେ ଧାନ ଜଗିଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ।&nbsp; ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମାଧପୁର ରେଞ୍ଜ୍ ଅନ୍ତର୍ଗତ ବରପଦର ଗାଁରେ।&nbsp; ମୃତ ଯୁବକଙ୍କ ନାଁ ସୁଶୀଳ ବେହେରା।&nbsp; ଅଭିଯୋଗ ଅନୁସାରେ, ସୁଶୀଳ ଓ ତାଙ୍କ ଭାଇ ଧାନ ଜଗିବା ପାଇଁ ବିଲ ମଝିରେ କୁଡ଼ିଆ ମାରି ରହିଥିଲେ।&nbsp; ତେବେ ବିଳମ୍ବିତ ରାତିରେ ଧାନ ଖାଇବାକୁ ଆସିଥିବା ଏକ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା।</p> <p>ସୁଶୀଳଙ୍କ ଭାଇ କୌଣସି ମତେ ଖସିଯାଇଥିଲେ ମଧ୍ୟ ହାତୀଟି ସୁଶୀଳକୁ ଦଳି ମାରିଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।&nbsp; ମୃତକଙ୍କ ପରିବାରୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।</p>

Ordigital Desk
  • Published: Thursday, 07 December 2017
  • Updated: 07 December 2017, 12:01 PM IST
<p>ଅନୁଗୋଳ: ରାତିରେ ବିଲରେ ଧାନ ଜଗିଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ।&nbsp; ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମାଧପୁର ରେଞ୍ଜ୍ ଅନ୍ତର୍ଗତ ବରପଦର ଗାଁରେ।&nbsp; ମୃତ ଯୁବକଙ୍କ ନାଁ ସୁଶୀଳ ବେହେରା।&nbsp; ଅଭିଯୋଗ ଅନୁସାରେ, ସୁଶୀଳ ଓ ତାଙ୍କ ଭାଇ ଧାନ ଜଗିବା ପାଇଁ ବିଲ ମଝିରେ କୁଡ଼ିଆ ମାରି ରହିଥିଲେ।&nbsp; ତେବେ ବିଳମ୍ବିତ ରାତିରେ ଧାନ ଖାଇବାକୁ ଆସିଥିବା ଏକ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା।</p><p>ସୁଶୀଳଙ୍କ ଭାଇ କୌଣସି ମତେ ଖସିଯାଇଥିଲେ ମଧ୍ୟ ହାତୀଟି ସୁଶୀଳକୁ ଦଳି ମାରିଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।&nbsp; ମୃତକଙ୍କ ପରିବାରୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos