ସୁରତରୁ ଗଞ୍ଜାମକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟର ସୁରତରୁ ଗଞ୍ଜାମ ଜିଲ୍ଲାକୁ ଫେରୁଛନ୍ତି ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ। ନିଜ ଅର୍ଥରେ ସେମାନେ ଫେରୁଛନ୍ତି। ଗଞ୍ଜାମରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗୁଜରାଟର ସୁରତରେ ଲକ୍ଷାଧିକ ଓଡ଼ିଆ ଅଛନ୍ତି। ସେଥିରୁ ଅଧିକାଂଶ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ତେବେ ଗୁଜରାଟରେ ‘କରୋନା’ ସ୍ଥିତି ଭୟଙ୍କର ହେଉଥିବାରୁ ସେଠାରେ ଫସି ରହିଥିବା ଓଡ଼ିଆମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଜନ୍ମମାଟିକୁ ଫେରି ଆସିବା […]

surat

surat

Manoranjan Sial
  • Published: Monday, 27 April 2020
  • Updated: 27 April 2020, 11:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟର ସୁରତରୁ ଗଞ୍ଜାମ ଜିଲ୍ଲାକୁ ଫେରୁଛନ୍ତି ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ। ନିଜ ଅର୍ଥରେ ସେମାନେ ଫେରୁଛନ୍ତି। ଗଞ୍ଜାମରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗୁଜରାଟର ସୁରତରେ ଲକ୍ଷାଧିକ ଓଡ଼ିଆ ଅଛନ୍ତି। ସେଥିରୁ ଅଧିକାଂଶ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ତେବେ ଗୁଜରାଟରେ ‘କରୋନା’ ସ୍ଥିତି ଭୟଙ୍କର ହେଉଥିବାରୁ ସେଠାରେ ଫସି ରହିଥିବା ଓଡ଼ିଆମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଜନ୍ମମାଟିକୁ ଫେରି ଆସିବା ପାଇଁ ବହୁବାର ଗୁହାରୀ କରିଥିଲେ। ଶେଷରେ ନିଜ ପ୍ରଚେଷ୍ଟାରେ ସେମାନେ ଓଡ଼ିଶା ଫେରୁଛନ୍ତି। ଏଥିପାଇଁ ସୁରତ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଅନୁମତି ଦେଇଛି।

ସୁରତ ପ୍ରଶାସନଠାରୁ ଅନୁମତି ମିଳିବା ପରେ ପ୍ରବାସୀ ଓଡ଼ିଆମାନେ ୪ ବସ୍‌ ଠିକ୍‌ କରିଥିଲେ। ସେହି ବସ୍‌ରେ ୨୦୦ରୁ ଅଧିକ ପ୍ରବାସୀ ଆଜି ସଞ୍ଜ ବେଳେ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସୁରତ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରଖାଯାଇ ଅଣାଯାଉଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି-“ସମସ୍ତ ପ୍ରବାସୀ ଓଡ଼ିଆ ବ୍ରହ୍ମପୁର ବସ୍‌ ଷ୍ଟାଣ୍ଡରେ ପହଞ୍ଚିବା ପରେ ସରକାରୀ କ୍ୱାରେଣ୍ଟିନରେ ରଖାଯିବ। ପ୍ରଥମେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ, ତା ପରେ ଲକ୍ଷଣ ଦେଖାଯିବ। ସେମାନଙ୍କ ମଧ୍ୟରୁ କାହାର ଟେଷ୍ଟ ହେବ, ସେନେଇ ମେଡିକାଲ ଟିମ୍ ନିଷ୍ପତ୍ତି ନେବ। ସରକାରୀ ନିୟମାନୁସାରେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବ। ମେଡିକାଲ ଟିମ୍‌ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story