ଲୋକଙ୍କୁ ସରକାରୀ ଅଫିସ୍‌ ମନା

ବଣାଇ(ରଣଜିତ ଚୌଧୁରୀ): କରୋନା ସଂକ୍ରମଣ ଭୟରେ ବଣାଇରେ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, କୌଣସି ଜନସାଧାରଣ ଆଗାମୀ ୩୧ ତାରିଖ ଯାଏ ବଣାଇର ସରକାରୀ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ। କେବଳ କର୍ମଚାରୀ ହିଁ ଯାଇପାରିବେ। ଜନସାଧାରଣଙ୍କର କୌଣସି ଆପତ୍ତି ଅଭିଯୋଗ ଥିଲେ, ସେମାନେ ଅଭିଯୋଗ ବାକ୍ସରେ ପକାଇବାକୁ ପରାମର୍ଶ ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ୯୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ […]

corona-v-6-1

corona-v-6-1

Tapaswini Nayak
  • Published: Friday, 24 July 2020
  • Updated: 24 July 2020, 03:13 PM IST

Sports

Latest News

ବଣାଇ(ରଣଜିତ ଚୌଧୁରୀ): କରୋନା ସଂକ୍ରମଣ ଭୟରେ ବଣାଇରେ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, କୌଣସି ଜନସାଧାରଣ ଆଗାମୀ ୩୧ ତାରିଖ ଯାଏ ବଣାଇର ସରକାରୀ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ। କେବଳ କର୍ମଚାରୀ ହିଁ ଯାଇପାରିବେ। ଜନସାଧାରଣଙ୍କର କୌଣସି ଆପତ୍ତି ଅଭିଯୋଗ ଥିଲେ, ସେମାନେ ଅଭିଯୋଗ ବାକ୍ସରେ ପକାଇବାକୁ ପରାମର୍ଶ ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରୁ ୯୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୩୧ ଜଣ ସୁସ୍ଥ ହୋଇଛନ୍ତି। ୨୩୭ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story