ଆପଣଙ୍କୁ କାହିଁକି ଭଲ ଲାଗେ କଟକ ? ଶୁଣନ୍ତୁ କ’ଣ କହିଲେ କଟକିଆ

<p>&lt;span style=&quot;font-size: 14pt;&quot;&gt;ଭୁବନେଶ୍ବର (ଓଡିଶା ରିପୋର୍ଟର): ଓଡ଼ିଶାର ପୁରାତନ ରାଜଧାନୀ କଟକ। ଏକ ଐତିହାସିକ ସହର ଭାବରେ ସ୍ବତନ୍ତ୍ର ପରିଚୟ ପାଇଥିବା ଏହି ସହର ତା ନିଜ ସଂସ୍କୃତି ପାଇଁ ବେଶୀ ଚର୍ଚ୍ଚିତ। କଟକ କହିଲେ ମନ ଭିତରକୁ ଚାଲିଆସେ ଅନେକ ଐତିହାସିକ ସ୍ମରଣୀୟ ଜାଗା। ଯେମିତିକି- ହାଇକୋର୍ଟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ମହାନଦୀ ବ୍ୟାରେଜ, ବାରବାଟୀ ଷ୍ଟାଡିୟମ, ନେତାଜୀଙ୍କ ନିବାସ, ଏମିତି କେତେ କଣ। କିନ୍ତୁ ପ୍ରକୃତ କଟକିଆର ପସନ୍ଦ କଣ ଆପଣ ଜାଣିଛନ୍ତି? ଭାଇଚାରା, ବାଲିଯାତ୍ରା, ଦଶହରା ଓ ଦହିବରା, ଏହାକୁ ନେଇ ତିଆରି କଟକର ବିଚିତ୍ର ସାହି ସଂସ୍କୃତି। ସେହିପରି ରୌପ୍ୟ ନଗରୀ କଟକ ଏହାର ନିଆରା କଳା ଓ ସଂସ୍କୃତି ପାଇଁ ମଧ୍ୟ ପରିଚିତ। କଟକର ପ୍ରସିଦ୍ଧ ଦଶହରା ହେଉଛି ତାର ଏକ ଜ୍ଵଳନ୍ତ ଉଦାହରଣ। ସୁନା ଓ ଚାନ୍ଦିରେ ସଜ୍ଜିତ ମାଆ ଦୁର୍ଗାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦର୍ଶାଏ କେତେ ନିଆରା କଟକର ପରମ୍ପରା। କଟକର ପ୍ରସିଦ୍ଧ ଦହିବରା ଯାହାର ସ୍ବାଦ ବିଦେଶରେ ବି ଲୋକେ ପାଇଛନ୍ତି। ତେବେ ଆସନ୍ତୁ କଟକିଆଙ୍କଠାରୁ ଶୁଣିବା ତାଙ୍କ ନିଜ ସହରକୁ ନେଇ କଣ କୁହନ୍ତୁ ସେମାନେ। (ଦେଖନ୍ତୁ ଭିଡିଓ ଷ୍ଟୋରି)&lt;/span&gt;</p>

Ordigital Desk
  • Published: Friday, 20 October 2017
  • Updated: 20 October 2017, 08:10 PM IST

Sports

Latest News

<p>&lt;span style=&quot;font-size: 14pt;&quot;&gt;ଭୁବନେଶ୍ବର (ଓଡିଶା ରିପୋର୍ଟର): ଓଡ଼ିଶାର ପୁରାତନ ରାଜଧାନୀ କଟକ। ଏକ ଐତିହାସିକ ସହର ଭାବରେ ସ୍ବତନ୍ତ୍ର ପରିଚୟ ପାଇଥିବା ଏହି ସହର ତା ନିଜ ସଂସ୍କୃତି ପାଇଁ ବେଶୀ ଚର୍ଚ୍ଚିତ। କଟକ କହିଲେ ମନ ଭିତରକୁ ଚାଲିଆସେ ଅନେକ ଐତିହାସିକ ସ୍ମରଣୀୟ ଜାଗା। ଯେମିତିକି- ହାଇକୋର୍ଟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ମହାନଦୀ ବ୍ୟାରେଜ, ବାରବାଟୀ ଷ୍ଟାଡିୟମ, ନେତାଜୀଙ୍କ ନିବାସ, ଏମିତି କେତେ କଣ। କିନ୍ତୁ ପ୍ରକୃତ କଟକିଆର ପସନ୍ଦ କଣ ଆପଣ ଜାଣିଛନ୍ତି? ଭାଇଚାରା, ବାଲିଯାତ୍ରା, ଦଶହରା ଓ ଦହିବରା, ଏହାକୁ ନେଇ ତିଆରି କଟକର ବିଚିତ୍ର ସାହି ସଂସ୍କୃତି। ସେହିପରି ରୌପ୍ୟ ନଗରୀ କଟକ ଏହାର ନିଆରା କଳା ଓ ସଂସ୍କୃତି ପାଇଁ ମଧ୍ୟ ପରିଚିତ। କଟକର ପ୍ରସିଦ୍ଧ ଦଶହରା ହେଉଛି ତାର ଏକ ଜ୍ଵଳନ୍ତ ଉଦାହରଣ। ସୁନା ଓ ଚାନ୍ଦିରେ ସଜ୍ଜିତ ମାଆ ଦୁର୍ଗାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦର୍ଶାଏ କେତେ ନିଆରା କଟକର ପରମ୍ପରା। କଟକର ପ୍ରସିଦ୍ଧ ଦହିବରା ଯାହାର ସ୍ବାଦ ବିଦେଶରେ ବି ଲୋକେ ପାଇଛନ୍ତି। ତେବେ ଆସନ୍ତୁ କଟକିଆଙ୍କଠାରୁ ଶୁଣିବା ତାଙ୍କ ନିଜ ସହରକୁ ନେଇ କଣ କୁହନ୍ତୁ ସେମାନେ। (ଦେଖନ୍ତୁ ଭିଡିଓ ଷ୍ଟୋରି)&lt;/span&gt;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos