ପୁରୀ ଡାକ୍ତରଖାନାରେ ଭଙ୍ଗାରୁଜା ଘଟଣା: ୬ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା ଘଟଣାରେ ୬ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଦୁର୍ବୃତ୍ତମାନେ ଡାକ୍ତରଖାନାର ଆସବାବପତ୍ର ସହ ବିଭିନ୍ନ ମେଡିକାଲ ଉପକରଣ ଭଙ୍ଗାରୁଜା କରିଥିଲେ।  ଡାକ୍ତରଖାନାରେ ବାରମ୍ୱାର ଏପରି ଘଟଣା ଘଟୁଥିବା ପ୍ରତିବାଦରେ ନିଜ ପଦରୁ ୪ ଜଣ ଡାକ୍ତର ଗତକାଲି ଇସ୍ତଫା ଦେଇଥିଲେ। ତେବେ ମେଡିକାଲ୍ କର୍ତ୍ତୃପକ୍ଷ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରି ନ ଥିଲେ। ୨୪ ଘଣ୍ଟିଆ ସୁରକ୍ଷା  ନ ମିଳିଲେ କାମରେ ଯୋଗ ଦେବେ ନାହିଁ […]

puri

puri

Rakesh Mallick
  • Published: Friday, 19 August 2016
  • Updated: 19 August 2016, 02:48 PM IST

Sports

Latest News

arrsestପୁରୀ: ପୁରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା ଘଟଣାରେ ୬ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଦୁର୍ବୃତ୍ତମାନେ ଡାକ୍ତରଖାନାର ଆସବାବପତ୍ର ସହ ବିଭିନ୍ନ ମେଡିକାଲ ଉପକରଣ ଭଙ୍ଗାରୁଜା କରିଥିଲେ।  ଡାକ୍ତରଖାନାରେ ବାରମ୍ୱାର ଏପରି ଘଟଣା ଘଟୁଥିବା ପ୍ରତିବାଦରେ ନିଜ ପଦରୁ ୪ ଜଣ ଡାକ୍ତର ଗତକାଲି ଇସ୍ତଫା ଦେଇଥିଲେ। ତେବେ ମେଡିକାଲ୍ କର୍ତ୍ତୃପକ୍ଷ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରି ନ ଥିଲେ।

୨୪ ଘଣ୍ଟିଆ ସୁରକ୍ଷା  ନ ମିଳିଲେ କାମରେ ଯୋଗ ଦେବେ ନାହିଁ ବୋଲି ଡାକ୍ତରମାନେ ଜିଦ୍‌ ଧରି ଧରଣାରେ ଥିଲେ।  ଫଳରେ ରୋଗୀସେବା ବ୍ୟାହତ ହୋଇଥିଲା।

ଗଣ୍ଡଗୋଳ ସ୍ଥିତିକୁ ଦେଖି ଅତିରିକ୍ତ ଜିଲ୍ଲାପାଳ ଏକ ବୈଠକ ଡାକି ଉପ-ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି, ସିଡିଏମ୍‌ଓ ସହ ଆଲୋଚନା କରି କର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ମିଳିବା ପରେ ଡାକ୍ତରମାନେ କାମକୁ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story