ଦୁଷ୍କର୍ମ ଉଦ୍ୟମ କରି ବିଫଳ ଯୁବକର ଉନ୍ମତ୍ତ କାଣ୍ଡ: ପଥରରେ ଛେଚି ଦେଲା ଯୁବତୀଙ୍କ ମୁହଁ
ବଲାଙ୍ଗିର: ଦୁଷ୍କର୍ମ କରିବାକୁ ଚେଷ୍ଟା କଲା। ହେଲେ ବିଫଳ ହୋଇଗଲା। ହତାଶ ହୋଇ ଶେଷରେ ପୀଡ଼ିତାଙ୍କୁ ପଥରରେ ଛେଚି ମାରି ଦେବାକୁ ଉଦ୍ୟମ କଲା। ଏପରି ଜଘନ୍ୟ କାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ।
ବେଲପଡ଼ା ଥାନା ଅନ୍ତର୍ଗତ ଯୁବା ଗାଁରୁ ଆସୁଛି ଏପରି ଅଭିଯୋଗ। ଗାଁର ଜଣେ ଯୁବତୀ ଶୌଚ ପାଇଁ ଯାଇଥିବା ବେଳେ ଅଶୋକ ତାଣ୍ଡି ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ସେ ଯୁବତୀଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଯୁବତୀଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Ordigital Desk
• Published: Thursday, 07 December 2017
• Updated: 07 December 2017, 01:39 PM IST
Sports
Latest News
ବଲାଙ୍ଗିର: ଦୁଷ୍କର୍ମ କରିବାକୁ ଚେଷ୍ଟା କଲା। ହେଲେ ବିଫଳ ହୋଇଗଲା। ହତାଶ ହୋଇ ଶେଷରେ ପୀଡ଼ିତାଙ୍କୁ ପଥରରେ ଛେଚି ମାରି ଦେବାକୁ ଉଦ୍ୟମ କଲା। ଏପରି ଜଘନ୍ୟ କାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ।
ବେଲପଡ଼ା ଥାନା ଅନ୍ତର୍ଗତ ଯୁବା ଗାଁରୁ ଆସୁଛି ଏପରି ଅଭିଯୋଗ। ଗାଁର ଜଣେ ଯୁବତୀ ଶୌଚ ପାଇଁ ଯାଇଥିବା ବେଳେ ଅଶୋକ ତାଣ୍ଡି ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ସେ ଯୁବତୀଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଯୁବତୀଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos