ରାୟଗଡ଼ା: ଭିନ୍ନକ୍ଷମ ଅନୁଷ୍ଠାନର ମହିଳା କର୍ମଚାରୀଙ୍କୁ ବଳାତ୍କାର ଅଭିଯୋଗ, ଜଣେ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁରରେ ଭିନ୍ନକ୍ଷମ ପିଲାଙ୍କ ଲାଳନପାଳନ କରୁଥିବା ‘ପ୍ରିସନ୍ ଫାଉଣ୍ଡେସନ୍’ ନାମକ ଏକ ଅନୁଷ୍ଠାନର ଜଣେ ମହିଳା କର୍ମଚାରୀ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ନିଜେ ପୀଡ଼ିତା ଜଣଙ୍କ ଏନେଇ ଚାନ୍ଦିଲି ଥାନାରେ ଅଭିଯୋଗ କରିଛନ୍ତି। ସେହି ଅନୁଷ୍ଠାନର ଜଣେ କର୍ମଚାରୀ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କିନ୍ତୁ ସେ ଗର୍ଭବତୀ ହେବା ପରେ […]

rayagadarapeaccused

rayagadarapeaccused

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 06:59 AM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁରରେ ଭିନ୍ନକ୍ଷମ ପିଲାଙ୍କ ଲାଳନପାଳନ କରୁଥିବା ‘ପ୍ରିସନ୍ ଫାଉଣ୍ଡେସନ୍’ ନାମକ ଏକ ଅନୁଷ୍ଠାନର ଜଣେ ମହିଳା କର୍ମଚାରୀ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ନିଜେ ପୀଡ଼ିତା ଜଣଙ୍କ ଏନେଇ ଚାନ୍ଦିଲି ଥାନାରେ ଅଭିଯୋଗ କରିଛନ୍ତି। ସେହି ଅନୁଷ୍ଠାନର ଜଣେ କର୍ମଚାରୀ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କିନ୍ତୁ ସେ ଗର୍ଭବତୀ ହେବା ପରେ ଯୁବକ ଜଣଙ୍କ ତାଙ୍କୁ ଗ୍ରହଣ କରିବାକୁ ମନା କରି ଦେବା ସହିତ ଧମକଚମକ ଦେଇଥିଲେ। ଉକ୍ତ କର୍ମଚାରୀଙ୍କ ନାଁ ରାଜା ଗୁପ୍ତା। ଅଭିଯୋଗ ପାଇବା ପରେ ପୋଲିସ୍ ରାଜାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସମେତ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଅନୁଷ୍ଠାନର ଅନ୍ୟ କର୍ମଚାରୀଙ୍କୁ ପୋଲିସ୍ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story