କରୋନା ଗୁଜବ ପ୍ରଚାର କରି ୬ ଜଣ ବନ୍ଧା ହେଲେ

ରାଉରକେଲା (ପବନ ତିୱାରୀ): କରୋନାକୁ ନେଇ ସୋଶାଲ୍ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାଉରକେଲା ଏସପି କେ.ଶିବା ସୁବ୍ରମଣି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜିଲ୍ଲାରେ କରୋନାକୁ ନେଇ ସୋଶାଲ୍ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ ପାଇଁ ପାଞ୍ଚଟି ମାମଲା ରୁଜୁ ହୋଇଥିଲା। ସେହି ପାଞ୍ଚଟି ମାମଲାରେ ଛଅ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି । ସେ […]

ggggggggg

ggggggggg

Tapaswini Nayak
  • Published: Monday, 20 April 2020
  • Updated: 20 April 2020, 04:06 PM IST

Sports

Latest News

ରାଉରକେଲା (ପବନ ତିୱାରୀ): କରୋନାକୁ ନେଇ ସୋଶାଲ୍ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାଉରକେଲା ଏସପି କେ.ଶିବା ସୁବ୍ରମଣି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଜିଲ୍ଲାରେ କରୋନାକୁ ନେଇ ସୋଶାଲ୍ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ ପାଇଁ ପାଞ୍ଚଟି ମାମଲା ରୁଜୁ ହୋଇଥିଲା। ସେହି ପାଞ୍ଚଟି ମାମଲାରେ ଛଅ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ କରୋନାକୁ ଅପପ୍ରଚାର କରୁଛନ୍ତି, ସେମାନଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଯେଉଁମାନେ ଆଗକୁ କରୋନା ନେଇ ଅପପ୍ରଚାର କରିବେ ସେମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story