ଦେଶରେ ସର୍ବାଧିକ: ସମ୍ବଲପୁରରେ ଟ୍ରକ ଡ୍ରାଇଭରଙ୍କୁ ୮୬, ୫୦୦ ଫାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ମୋଟା ଅଙ୍କର ଜୋରିମାନା ଆଦାୟକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଓଡ଼ିଶାର ସମ୍ବଲପୁରରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ହୋଇଥିବା ଜୋରିମାନା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି। କାରଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ଅଶୋକ ଯାଦବ ନାମକ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ସମ୍ବଲପୁରର ଆଞ୍ଚଳିକ ପରିବହନ ବିଭାଗ ୮୬,୫୦୦ ଟଙ୍କାର ଜୋରିମାନା […]

eb

eb

Hemant Lenka
  • Published: Sunday, 08 September 2019
  • Updated: 08 September 2019, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ମୋଟା ଅଙ୍କର ଜୋରିମାନା ଆଦାୟକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଓଡ଼ିଶାର ସମ୍ବଲପୁରରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ହୋଇଥିବା ଜୋରିମାନା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି।

କାରଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ଅଶୋକ ଯାଦବ ନାମକ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ସମ୍ବଲପୁରର ଆଞ୍ଚଳିକ ପରିବହନ ବିଭାଗ ୮୬,୫୦୦ ଟଙ୍କାର ଜୋରିମାନା କରିଛି। ତେବେ ୭୦ ହଜାର ଟଙ୍କାରେ ମାମଲାକୁ ଡ୍ରାଇଭର ଜଣଙ୍କ ସେଟେଲ କରିବାକୁ ସକ୍ଷମ ହୋଇଛନ୍ତି।

ଏହା ଦେଶରେ ଏଯାଏ ହୋଇଥିବା ଜୋରିମାନା ତୁଳନାରେ ସର୍ବାଧିକ। ଏହାପୂର୍ବରୁ ହରିଆଣାରେ ଜଣେ ଟ୍ରାକ୍ଟର ଚାଳକଙ୍କ ନାଁରେ ପୁଲିସ୍‌ ୫୯ ହଜାର ଟଙ୍କାର ଚାଲାଣ କାଟିଥିଲା।

ଟ୍ରକ ଡ୍ରାଇଭର ଅଶୋକ ଅନୁଗୋଳ ଜିଲ୍ଲାର ତାଳଚେରରୁ ମାଲ୍‌ ନେଇ ଛତିଶଗଡ଼ ଯାଉଥିଲେ। ହେଲେ ତାଙ୍କୁ ସମ୍ବଲପୁର ଆରଟିଓ ଅଧ ବାଟରେ ଅଟକାଇଥିଲା। ଗାଡ଼ିଟି ନାଗାଲ୍ୟାଣ୍ଡ ନମ୍ବର ଏନଏଲ ୦୧ଜି୧୪୭୦ରେ ପଞ୍ଜୀକରଣ ହୋଇଛି। ସେ ୪ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ, ତାଙ୍କୁ ୮୬ ହଜାର ୫୦୦ ଟଙ୍କାର ଜୋରିମାନା ହୋଇଥିଲା। କେବଳ ଟ୍ରକଟି ଓଭରଲୋଡ ଥିବାରୁ ୫୬ ହଜାର ଟଙ୍କା ଫାଇନ୍ ହୋଇଛି।

ସେହିପରି ଅନାଧିକାର ଡ୍ରାଇଭିଂ ପାଇଁ ୫ହଜାର ଟଙ୍କା, ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ପାଇଁ ୫ ହଜାର ଟଙ୍କା, ସାଧାରଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ୫ ଶହ ଟଙ୍କା ଓ ଟ୍ରକର ଆକାର ତୁଳନାରେ ଏଥିରେ ଲୋଡିଂ ହୋଇଥିବା ସାମଗ୍ରୀ ବାହାରକୁ ବାହିରି ଥିବାରୁ ୨୦ ହଜାର ଟଙ୍କା ଜୋରିମାନା ହୋଇଥିଲା।

ସେପ୍ଟେମ୍ବର ୩ରେ ଟ୍ରକଟି ଉପରେ ଏଭଳି ଜୋରିମାନା ହୋଇଥିଲା। ସେପ୍ଟେମ୍ବର ୬ରେ ସମ୍ବଲପୁର ଆରଟିଓ ୭୦ ହଜାର ଟଙ୍କା ଜୋରିମାନା ରଖି ଟ୍ରକଟି ଛାଡ଼ିଛି।
ଅନ୍ୟପକ୍ଷରେ ରାୟଗଡ଼ାରେ ଗୋଟିଏ ଟ୍ରକରୁ ୭୨ ହଜାର ଓ ଅନ୍ୟ ଏକ ଟ୍ରକରୁ ୪୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ଚେକଗେଟ୍ ଗୁଡ଼ିକରେ ନିଶାଡ଼ି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story