ସମ୍ଭାବ୍ୟ ମରୁଡି ମୁକାବିଲା:  ଆପାତ୍ତକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର:  ସମ୍ଭାବ୍ୟ ମରୁଡି ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ତୁରନ୍ତ ଆପାତ୍ତକାଳୀନ ଯୋଜନା ପ୍ରସ୍ତୁତ କରି  ରିପୋର୍ଟ ପଠାଇବାକୁ ଜିଲ୍ଲାପାଳ ମାନଙ୍କୁ ନର୍ଦ୍ଦେଶ ଦେଇଛନ୍ତି ସରକାର ।  ସୋମବାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ସେହିପରି ସବୁ ଜିଲ୍ଲାର କୃଷି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । […]

vlcsnapm

vlcsnapm

Rakesh Mallick
  • Published: Monday, 08 June 2015
  • Updated: 08 June 2015, 10:59 AM IST

Sports

Latest News

ଭୁବନେଶ୍ୱର:  ସମ୍ଭାବ୍ୟ ମରୁଡି ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ତୁରନ୍ତ ଆପାତ୍ତକାଳୀନ ଯୋଜନା ପ୍ରସ୍ତୁତ କରି  ରିପୋର୍ଟ ପଠାଇବାକୁ ଜିଲ୍ଲାପାଳ ମାନଙ୍କୁ ନର୍ଦ୍ଦେଶ ଦେଇଛନ୍ତି ସରକାର ।  ସୋମବାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ସେହିପରି ସବୁ ଜିଲ୍ଲାର କୃଷି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । କଣ୍ଟ୍ରୋଲ ରୁମ୍  ଗୁଡିକରେ ବୃଷ୍ଟିପାତ ଓ କ୍ରପ କଭରେଜର ସ୍ଥିତି ନେଇ ବିବରଣୀ ମଧ୍ୟ ଲେଖାଯିବ।  ଏହା ସହିତ ସମସ୍ତ କୃଷି ବିଭାଗର ସମସ୍ତ କର୍ମଚାରୀଙ୍କ ରଜଛୁଟି ବାତିଲ କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos