ସୋରରେ ସିରିଜ୍‌ ଦୁର୍ଘଟଣା: ଜଣେ ମୃତ, ୧୫ ଆହତ

<p>ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ସିରିଜ୍&zwnj; ଦୁର୍ଘଟଣା ଘଟିଛି। ଏକ ଟ୍ରକ୍&zwnj; ଓ ଦୁଇ ବସ୍&zwnj; ମଧ୍ୟରେ ଧକ୍କା ହେବାରୁ&nbsp; ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ&nbsp; ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।</p> <p>୧୬ ନମ୍ବର ଜାତୀୟ ତଳନଗର ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍&zwnj; ଖରାପ ହୋଇ ରାସ୍ତା କଡ଼ରେ ଠିଆ ହୋଇଥିଲା। ଗତକାଲି ରାତି ପ୍ରାୟ ୨ଟା ସମୟରେ କୋଲକତାରୁ ଭୁବନେଶ୍ୱର ଯାଉଥିବା ଡଲଫିନ୍&zwnj; ନାମକ ବସ୍&zwnj; ଉକ୍ତ ଟ୍ରକ୍&zwnj;କୁ ପଛପଟୁ ଧକ୍କା ଦେଇଥିଲା। ଏହାପରେ &nbsp;ପଛରେ ଆସୁଥିବା ପରମେଶ୍ୱର ନାମକ ଆଉ ଏକ ବସ୍&zwnj; ଉକ୍ତ ବସକୁ ଧକ୍କା ଦେଇଥିଲା। &nbsp;ଧକ୍କା ଦେବା ପରେ ପରମେଶ୍ୱର ନାମକ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।</p>

Ordigital Desk
  • Published: Wednesday, 11 October 2017
  • Updated: 11 October 2017, 10:10 AM IST

Sports

Latest News

<p>ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ସିରିଜ୍&zwnj; ଦୁର୍ଘଟଣା ଘଟିଛି। ଏକ ଟ୍ରକ୍&zwnj; ଓ ଦୁଇ ବସ୍&zwnj; ମଧ୍ୟରେ ଧକ୍କା ହେବାରୁ&nbsp; ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ&nbsp; ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।</p><p>୧୬ ନମ୍ବର ଜାତୀୟ ତଳନଗର ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍&zwnj; ଖରାପ ହୋଇ ରାସ୍ତା କଡ଼ରେ ଠିଆ ହୋଇଥିଲା। ଗତକାଲି ରାତି ପ୍ରାୟ ୨ଟା ସମୟରେ କୋଲକତାରୁ ଭୁବନେଶ୍ୱର ଯାଉଥିବା ଡଲଫିନ୍&zwnj; ନାମକ ବସ୍&zwnj; ଉକ୍ତ ଟ୍ରକ୍&zwnj;କୁ ପଛପଟୁ ଧକ୍କା ଦେଇଥିଲା। ଏହାପରେ &nbsp;ପଛରେ ଆସୁଥିବା ପରମେଶ୍ୱର ନାମକ ଆଉ ଏକ ବସ୍&zwnj; ଉକ୍ତ ବସକୁ ଧକ୍କା ଦେଇଥିଲା। &nbsp;ଧକ୍କା ଦେବା ପରେ ପରମେଶ୍ୱର ନାମକ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos