ଏତେ ସଜ କାହାପାଇଁ ? କିଏ ସେହି ମନର ମଣିଷ...

ଭୁବନେଶ୍ୱର(ଓଡ଼ିଶା ରିପୋଟର୍ଟର):ବାଜୁଛି ସାହାନାଇ। କନିଆ ସାଜିଛନ୍ତି ପଲ୍ଲବୀ। ଏଥିପାଇଁ ପଲ୍ଲବୀ ହାତରେ ମହେନ୍ଦୀ ଲଗାଇବା ସହ ଦେହରେ ହଳଦୀ ମାଖି ହୋଇଛନ୍ତି। ଆଉ ବରବେଶ ଧରି ରାଜା ବେଶ ସାଜି ରୋଷଣୀ ଧରି ଆସିବାକୁ ରେଡ୍ଡୀ ହେଉଛନ୍ତି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ କିଛି କ୍ଷଣ ପରେ ପଡ଼ିବ ହାତଗଣ୍ଠି। ଆମେ କହୁଛୁ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ବାହାଘର କଥା। ମହାରଥୀ ପରିବାରର ଅଲିଅଳି ଝିଅ ପଲ୍ଲବୀର ଆଜି ହେଉଛି ବାହାଘର। […]

790-1

790-1

Tapas Behera
  • Published: Wednesday, 26 February 2020
  • Updated: 26 February 2020, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋଟର୍ଟର):ବାଜୁଛି ସାହାନାଇ। କନିଆ ସାଜିଛନ୍ତି ପଲ୍ଲବୀ। ଏଥିପାଇଁ ପଲ୍ଲବୀ ହାତରେ ମହେନ୍ଦୀ ଲଗାଇବା ସହ ଦେହରେ ହଳଦୀ ମାଖି ହୋଇଛନ୍ତି। ଆଉ ବରବେଶ ଧରି ରାଜା ବେଶ ସାଜି ରୋଷଣୀ ଧରି ଆସିବାକୁ ରେଡ୍ଡୀ ହେଉଛନ୍ତି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ କିଛି କ୍ଷଣ ପରେ ପଡ଼ିବ ହାତଗଣ୍ଠି। ଆମେ କହୁଛୁ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ବାହାଘର କଥା। ମହାରଥୀ ପରିବାରର ଅଲିଅଳି ଝିଅ ପଲ୍ଲବୀର ଆଜି ହେଉଛି ବାହାଘର। ଡାକ୍ତରୀ ଝିଅ ପଲ୍ଲବୀଙ୍କୁ ହାତକୁ ଦିହାତ କରିବାକୁ ଲାଗିପଡ଼ିଛନ୍ତି ମହାରଥୀ। ଏଥିପାଇଁ ବରମୁଣ୍ଡା ଖେଳ ପଡ଼ିଆକୁ ରାଜକୀୟ ମହଲରେ ସଜ୍ଜାଯାଇଛି। ଗତ ଜାନୁଆରୀ ମାସରେ ଉଭୟଙ୍କ ପରିବାର ଉପସ୍ଥିତିରେ ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ ସହ ପଲ୍ଲବୀଙ୍କର ନିର୍ବନ୍ଧ ହୋଇଥିଲା।  ଓଡ଼ିଆ ସିନେମାର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ବିବାହ କରୁଥିବାରୁ ବେଶ ଖୁସି ଅଛନ୍ତି ପଲ୍ଲବୀ।

୨୦୧୫ ମସିହାରେ ଓଡ଼ିଆ ସିନେମାରେ ଏଣ୍ଟ୍ରି କରିଥିଲେ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ‘ଅ ଆ ଇ’ କଥାଚିତ୍ର ଜରିଆରେ ସେ ଓଲିଉଡରେ ପ୍ରବେଶ କରିଥିଲେ। ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା । ଏହା ପରେ ଓଡ଼ିଆ ଚଳଚିତ୍ର ଟପୋରିରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ। ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରରେ ଅର୍ଦ୍ଧେନ୍ଦୁଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଅନ୍ୱେଷା ।

‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ‘ହାଏ ତୋ ପ୍ରେମର ରଙ୍ଗୋଲି’ ଗୀତରେ ତମନ୍ନାଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି ଅର୍ଦ୍ଧେନ୍ଦୁ। ଏବେ ଅର୍ଦ୍ଧେନ୍ଦୁଙ୍କର ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’ ରିଲିଜ ହୋଇଛି। ଯେଉଁଥିରେ ଓଲିଉଡ୍‌ର ଡାନ୍ସିଂ କୁଇନ୍‌ ଅନୁଭାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା ।
ପଲ୍ଲବୀ-ଅର୍ଦ୍ଧେନ୍ଦୁଙ୍କ ନିର୍ବନ୍ଧ ସମାରୋହରେ ଓଲିଉଡର ଜଣାଶୁଣା ସେଲିବ୍ରିଟମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story