ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ନୁହେଁ : ଅବଢ଼ା ଯୋଜନାରେ ହେବ ପୁରୀର ବିକାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସହର ଓ ଶ୍ରୀଜଗନ୍ନାଥ ମନ୍ଦିରରେ ଭିତ୍ତିଭୂମି ସୁଧାର ନିମନ୍ତେ ଅବଢ଼ା ଯୋଜନାରେ ଆସନ୍ତା ୩ ବର୍ଷ ମଧ୍ୟରେ ୩୨୦୮କୋଟି ଟଙ୍କା ଖର୍ଚ୍ଚ ହେବ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିବା ବହୁକୋଟି ଟଙ୍କାର ପ୍ରକଳ୍ପକୁ ଅବଢ଼ା ଯୋଜନାରେ ସାମିଲ କରାଯାଇ ଆବଶ୍ୟକ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଅବଢ଼ା ଯୋଜନା ବହୁ ପୂର୍ବରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ […]

State-Cabinet-approves-10-major-proposals-including-Puri-#AbadhaScheme-with-a-project-cost-of-Rs-3208-cr-for-3-yrs

Manoranjan Sial
  • Published: Monday, 21 October 2019
  • Updated: 21 October 2019, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସହର ଓ ଶ୍ରୀଜଗନ୍ନାଥ ମନ୍ଦିରରେ ଭିତ୍ତିଭୂମି ସୁଧାର ନିମନ୍ତେ ଅବଢ଼ା ଯୋଜନାରେ ଆସନ୍ତା ୩ ବର୍ଷ ମଧ୍ୟରେ ୩୨୦୮କୋଟି ଟଙ୍କା ଖର୍ଚ୍ଚ ହେବ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିବା ବହୁକୋଟି ଟଙ୍କାର ପ୍ରକଳ୍ପକୁ ଅବଢ଼ା ଯୋଜନାରେ ସାମିଲ କରାଯାଇ ଆବଶ୍ୟକ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଅବଢ଼ା ଯୋଜନା ବହୁ ପୂର୍ବରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ପୂର୍ବରୁ ପୁରୀ ଶ୍ରୀମନ୍ଦିର ଚାରିପଟେ ପୁନଃନିର୍ମାଣ କାର୍ଯ୍ୟକୁ ଅବଢ଼ା ଯୋଜନା ମାଧ୍ୟମରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅଗଷ୍ଟ ୨୩ ତାରିଖରେ ଘୋଷଣା କରିଥିବା ପ୍ରକଳ୍ପଗୁଡ଼ିକ ପାଇଁ ଆବଣ୍ଟିତ ଅର୍ଥକୁ ଅବଢ଼ା ଯୋଜନାରେ ସାମିଲ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବ ସମେତ ଆଜି ମୋଟ ୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜଷ୍ଟିସ ବିମଳ ପ୍ରସାଦ ଦାଶଙ୍କ କମିଶନ ସୁପାରିସକୁ ରାଜ୍ୟ ସରକାର ଗ୍ରହଣ କରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଦେବୋତ୍ତର ସଂସ୍ଥାର ସୁଶାସନ ଓ ପ୍ରଶାସନ ନିମନ୍ତେ କେତେକ ଯୋଜନାକୁ ଅନୁମୋଦନ କରିଛନ୍ତି।

ଏହି ସମସ୍ତ କାର୍ଯ୍ୟକୁ ଅବଢ଼ା ଯୋଜନାରେ ସାମିଲ କରାଯିବ। ଅବଢ଼ା ଯୋଜନାରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଐତିହ୍ୟ କ୍ଷେତ୍ରର ବିକାଶ, ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ବହୁତଳ କାର ପାର୍କିଂ, ପୁରୀ ହ୍ରଦ ଉନ୍ନତିକରଣ, ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର, ଗୃହ ନିର୍ମାଣ ଯୋଜନା, ରଘୁନନ୍ଦନ ପାଠାଗାର, ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତିକରଣ, ଅଠରନଳା ଐତିହ୍ୟାର ଉନ୍ନତିକରଣ ଓ ବିଭିନ୍ନ ମଠର ଉନ୍ନତି କାର୍ଯ୍ୟ ପାଇଁ ୩୨୦୮କୋଟି ଟଙ୍କା ବ୍ୟୟ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୧୯-୨୦ରେ ୭୧୮କୋଟି, ୨୦୨୦-୨୧ରେ ୧୪୦୨କୋଟି ଓ ୨୦୨୧-୨୨ରେ ୧୦୮୭କୋଟି ଟଙ୍କା ବ୍ୟୟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story