ରାସ୍ତାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଉଦଳା(ମାନଷ ପାଣି): ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଜଡ଼ାବଣି ଛକରେ। ଜଡ଼ାବଣି ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣି ବଦଳି ଦାବି କରିଥିଲେ ଗ୍ରାମବାସୀ। ଯାହାଫଳରେ ୨ ମାସ ଧରି ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି। ଏବେ ତାଙ୍କ ଦାୟିତ୍ୱରେ କେହି ନାହାଁନ୍ତି। ଏପରିକି ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ସ୍କୁଲ ପରିଚାଳନାରେ ବ୍ୟାଘାତ ହୋଇଛି। ପିଲାଙ୍କ ପାଠପଢ଼ା […]

students-are-reading-on-baripada-udala-road

Manoranjan Sial
  • Published: Friday, 01 November 2019
  • Updated: 01 November 2019, 06:28 PM IST

Sports

Latest News

ଉଦଳା(ମାନଷ ପାଣି): ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଜଡ଼ାବଣି ଛକରେ।

ଜଡ଼ାବଣି ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣି ବଦଳି ଦାବି କରିଥିଲେ ଗ୍ରାମବାସୀ। ଯାହାଫଳରେ ୨ ମାସ ଧରି ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି। ଏବେ ତାଙ୍କ ଦାୟିତ୍ୱରେ କେହି ନାହାଁନ୍ତି। ଏପରିକି ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ସ୍କୁଲ ପରିଚାଳନାରେ ବ୍ୟାଘାତ ହୋଇଛି। ପିଲାଙ୍କ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନରେ ବିଭ୍ରାଟ୍‌ ହେଉଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଆଜି ତାତିଥିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଆଉ ଉଦଳା-ବାରିପଦା ରାସ୍ତାର ଜଡ଼ାବଣି ଛକରେ ରାସ୍ତା ଅବରୋଧ କରିଥିଲେ। ସେମାନଙ୍କ ସହିତ ଛାତ୍ରଛାତ୍ରୀମାନେ ବହି ବସ୍ତାନି ଧରି ରାସ୍ତାରେ ପାଠ ପଢିଥିଲେ। ସେପଟେ ସମସ୍ୟାର ସମାଧାନ କରିବାକୁ ଆସି ବ୍ଲକର ଏବିଇଓ ବୃନ୍ଦାବନ ମାରାଣ୍ଡି ହଟହଟା ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story