ଟିକିରି  ସ୍କୁଲ ଶିକ୍ଷୟିତ୍ରୀ ମୃତ୍ୟୁ ମାମଲା: ସୁପ୍ରିମକାର୍ଟରେ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟିକିରି  ସ୍କୁଲ ଶିକ୍ଷୟିତ୍ରୀ ମୃତ୍ୟୁ ମାମଲାରେ ସୁପ୍ରିମକାର୍ଟରେ ଆଜି ରାଜ୍ୟ ସରକାର ରିପୋର୍ଟ ଦାଖଲ କରିଛନ୍ତି। ମାମଲାର ସିବିଆଇ ତଦନ୍ତ ହେବା ପୂର୍ବରୁ ବରିଷ୍ଠ ପ୍ରଶାସକ ରାଜେଶ ବର୍ମାଙ୍କୁ ପ୍ରଶାସନିକ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସୋମବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଖଣ୍ଡପୀଠ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର ଦିନ ହେବ। ରାୟଗଡ଼ା […]

itishree

itishree

Rakesh Mallick
  • Published: Thursday, 07 May 2015
  • Updated: 07 May 2015, 10:37 AM IST

Sports

Latest News

ଭୁବନେଶ୍ୱର: ଟିକିରି  ସ୍କୁଲ ଶିକ୍ଷୟିତ୍ରୀ ମୃତ୍ୟୁ ମାମଲାରେ ସୁପ୍ରିମକାର୍ଟରେ ଆଜି ରାଜ୍ୟ ସରକାର ରିପୋର୍ଟ ଦାଖଲ କରିଛନ୍ତି। ମାମଲାର ସିବିଆଇ ତଦନ୍ତ ହେବା ପୂର୍ବରୁ ବରିଷ୍ଠ ପ୍ରଶାସକ ରାଜେଶ ବର୍ମାଙ୍କୁ ପ୍ରଶାସନିକ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସୋମବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଖଣ୍ଡପୀଠ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର ଦିନ ହେବ।

ରାୟଗଡ଼ା ଜିଲ୍ଲା ଟିକିରି ଶିକ୍ଷୟିତ୍ରୀ ମୃତ୍ୟୁ ମାମଲାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବା ଅଭିଯୋଗ କରି ମାମଲାର ସିବିଆଇ ତଦନ୍ତ ଦାବି ନେଇ ଜଣେ ଆଇନ ଛାତ୍ରୀ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲେ।  

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos