ଆଜି ବାହାରିବ ନେତାଙ୍କ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ଭୋଟ୍‌ ଗଣନା ଆରମ୍ଭ ହେବ। ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ପାଇଁ ଭୋଟ୍‌ ଗଣତି କରାଯିବ । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟ୍‌ ଗଣତି ହେବ । ଲୋକସଭାର ୫୪୨ ଆସନରେ ୮ ହଜାରରୁ ଅଧିକ ପ୍ରାର୍ଥୀ ଅଛନ୍ତି । ଓଡ଼ିଶାରେ ଏପ୍ରିଲ ମାସ ୨୯ରେ ଶେଷ ନିର୍ବାଚନ ହୋଇଥିଲା। […]

vote-counting-(1)000000000

vote-counting-(1)000000000

Jyoshna Pradhan
  • Published: Thursday, 23 May 2019
  • Updated: 23 May 2019, 07:58 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ଭୋଟ୍‌ ଗଣନା ଆରମ୍ଭ ହେବ।
ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ପାଇଁ ଭୋଟ୍‌ ଗଣତି କରାଯିବ । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟ୍‌ ଗଣତି ହେବ । ଲୋକସଭାର ୫୪୨ ଆସନରେ ୮ ହଜାରରୁ ଅଧିକ ପ୍ରାର୍ଥୀ ଅଛନ୍ତି ।

ଓଡ଼ିଶାରେ ଏପ୍ରିଲ ମାସ ୨୯ରେ ଶେଷ ନିର୍ବାଚନ ହୋଇଥିଲା। ଏଠାରେ ପ୍ରଥମ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଲୋକସଭାର ୨୧ ଏବଂ ବିଧାନସଭାର ୧୪୬ ଆସନ ପାଇଁ ମତଦାନ ହୋଇଥିଲା। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ମୃତ୍ୟୁ ଯୋଗୁ ପାଟକୁରା ବିଧାନସଭା ଆସନ ପାଇଁ ମତଦାନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚତୁର୍ଥ ପର୍ଯ୍ୟାୟକୁ ମିଶାଇ ରାଜ୍ୟରେ ୭୩.୦୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ୭୩.୭୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ୭୨.୫୬ ପ୍ରତିଶତ ମତଦାନ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୭୧.୬୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ୭୪.୫୦ ପ୍ରତିଶତ ମତଦାନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story