ଚିତ୍ରକଳାରେ ଦିଆଯାଉଛି ଟ୍ରାଫିକ୍‌ ସଚେତନତା ବାର୍ତ୍ତା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ। କିନ୍ତୁ ଟ୍ରାଫିକ ନିୟମ ମାନିଲେ ମିଳୁଛି ଗୋଲାପ ।  ବାଲେଶ୍ୱର ସହରର ବିଭିନ୍ନ ରାସ୍ତା କଡ଼ରେ ଥିବା ସରକାରୀ କାନ୍ଥରେ ଏପରି  ଦୃଶ୍ୟ ନିଚ୍ଛକ ଭାବେ ଅଙ୍କା ଯାଇଛି। ଚିତ୍ରକଳାରେ ଦିଆଯାଇଛି ଏପରି ଟ୍ରାଫିକ ସଚେତନତା ବାର୍ତ୍ତା । ଏଥିସହ ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ବି ସ୍ଥାନ ପାଇଛି ବିଭିନ୍ନ କାନ୍ଥରେ । ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ ଲୋକଙ୍କୁ ଚିତ୍ର ମାଧ୍ୟମରେ […]

bls4

bls4

Niharika Rout
  • Published: Saturday, 16 November 2019
  • Updated: 16 November 2019, 04:14 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ। କିନ୍ତୁ ଟ୍ରାଫିକ ନିୟମ ମାନିଲେ ମିଳୁଛି ଗୋଲାପ ।  ବାଲେଶ୍ୱର ସହରର ବିଭିନ୍ନ ରାସ୍ତା କଡ଼ରେ ଥିବା ସରକାରୀ କାନ୍ଥରେ ଏପରି  ଦୃଶ୍ୟ ନିଚ୍ଛକ ଭାବେ ଅଙ୍କା ଯାଇଛି। ଚିତ୍ରକଳାରେ ଦିଆଯାଇଛି ଏପରି ଟ୍ରାଫିକ ସଚେତନତା ବାର୍ତ୍ତା । ଏଥିସହ ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ବି ସ୍ଥାନ ପାଇଛି ବିଭିନ୍ନ କାନ୍ଥରେ ।

ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ ଲୋକଙ୍କୁ ଚିତ୍ର ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ବାଲେଶ୍ୱର ସହରର ସୌନ୍ଦର୍ଯ୍ୟକରଣ ଲାଗି ଚାଲିଛି ଏପରି ପ୍ରୟାସ।  ଜିଲ୍ଲା ସଦର ମହକୁମାର ବିଭିନ୍ନ ସରକାରୀ କାନ୍ଥରେ ଦୃଶ୍ୟମାନ ହେଉଛି ଏପରି ଜୀବନ୍ତ ଚିତ୍ର।

ସହରର ପୁଲିସ୍‌ ଲାଇନ ଛକ, ଟ୍ରାଫିକ୍ ଥାନା ଏବଂ ଅନ୍ୟ ସରକାରୀ କାନ୍ଥରେ ଦେଖିବାକୁ ମିଳିଛି ଟ୍ରାଫିକ୍ ନିୟମର ବାର୍ତ୍ତା।  ଏଥିସହ ଜିଲ୍ଲାର ଐତିହ୍ୟ, କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ନିଚ୍ଛକ ଚିତ୍ରକୁ ମଧ୍ୟ ନିଜ ତୁଳୀରେ ଜୀବନ୍ୟାସ୍‌ ଦେଇ ଚାଲିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ  “ବାଲେଶ୍ୱରର କଳା, ଭାସ୍କର୍ଯ୍ୟକୁ ଆମେ କାନ୍ଥରେ ଚିତ୍ର ମାଧ୍ୟମରେ ପରିପ୍ରକାଶ କରୁଛୁ। ବିଭିନ୍ନ ଚିତ୍ରକୁ ଆମେ ଜୀବନ୍ତ ରୂପ ଦେଉଛୁ, ଯାହା କି ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିବ।” ଏପରି କହିଛନ୍ତି ଶୁଭଲକ୍ଷ୍ମୀ ନାୟକ ନାମ୍ନୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରୀ।

କିଛି ସରକାରୀ ପ୍ରୋତ୍ସାହନରେ ନିଜେ ଶିଖିଥିବା କଳାକୁ କାନ୍ଥରେ ଚିତ୍ରିତ କରିବାରେ ଲାଗିପଡିଛନ୍ତି  ପ୍ରାୟ ୨ଶହରୁ ଅଧିକ ଛାତ୍ରଛାତ୍ରୀ । ସହରର ୧୨ଟି ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଚିତ୍ର ଆଙ୍କି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି  । ଏହାସହ କାନ୍ଥରେ ରହିଛି ବାଲେଶ୍ୱର ଜିଲ୍ଲାର ଐତିହ୍ୟ, ମନ୍ଦିର, ନୈବାଣିଜ୍ୟ ଓ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ମିଜାଇଲ୍ ଓ ଟ୍ୟାଙ୍କର ଚିତ୍ର।

ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୈତାରୀ ବେହେରା କହିଛନ୍ତି, ବିଭିନ୍ନ ଟ୍ରାଫିକ୍‌ ନିୟମର ସରଳିକରଣ କରି ଚିତ୍ର ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଠା ଜାରି ରଖିଛୁ। ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା’ ନାମରେ ଏହି କାମ ଆଗେଇ ଚାଲିଛି । ଏପରି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଟ୍ରାଫିକ୍ ନିୟମ ପ୍ରତି ଲୋକେ ଖୁବ୍‌ ସଚେତନ ହେବେ ବୋଲି ଆଶା କରୁଛୁ।  ଏପରି ବାର୍ତ୍ତା ଲୋକଙ୍କୁ ଖୁବ୍‌ ପ୍ରଭାବିତ କରିବ ଓ ସେମାନେ ସଚେତନ ହୋଇପାରିବେ ବୋଲି ମତ ରଖିଛନ୍ତି ଗଙ୍ଗାଧର ରାଉତ ନାମକ ସ୍ଥାନୀୟ ବାସିନ୍ଦା ।

ବାଲେଶ୍ୱର ଏସ୍‌ପି ବି ଯୁଗୋଳ କିଶୋର ବି ଛାତ୍ରଛାତ୍ରୀଙ୍କ ଏପରି ପ୍ରୟାସର ଖୁବ୍‌ ପ୍ରଶଂସା କରିଛନ୍ତି । ଟ୍ରାଫିକ୍‌ ସଚେତନତା ଉପରେ ବହୁ ସରକାରୀ କାର୍ଯ୍ୟାଳୟ କାନ୍ଥ ବାଡ଼ାରେ ଚାରୁକଳା ଛାତ୍ରଛାତ୍ର ଖୁବ୍‌ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ଏହା ନିଶ୍ଚିତ ଭାବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଠି କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story